Categories: ଖେଳ

ଟସ ଜିତିଲା ଆଫଗାନିସ୍ତାନ: ବୋଲିଂ ନିଷ୍ପତ୍ତି…

ଚେନ୍ନାଇ,୧୮।୧୦ : ବିଶ୍ୱ କପ ୨୦୨୩ର ୧୬ତମ ମ୍ୟାଚ ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ହସମାତୁଲା ଶାହିଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥାମଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ ଆରମ୍ଭ କରିଛି।

Share