୨୫ବର୍ଷ ପରେ ଓଡ଼ିଶାରେ ବଦଳିଲା ସମୀକରଣ

ଭୁବନେଶ୍ୱର,୪।୬: ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୮ ଓ ବିଜେଡି ୫୪ ସିଟ୍‌ରେ ଆଗୁଆ ଅଛନ୍ତି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। କହିବାକୁ ଗଲେ ଓଡ଼ିଶା ଭାଜପା ରାଜ୍ୟରେ ବାଜି ପଲଟେଇ ଦେଇଛନ୍ତି।

ଓଡ଼ିଶା ବିଧାନସଭାରେ ଭାଜପା ୭୮ ଓ ବିଜେଡି ୫୪ ସିଟ୍‌ରେ ଥିବାବେଳେ କଂଗ୍ରେସ ୧୨, ସିପିଆଇ ଏମ ୧ ଓ ସ୍ବାଧୀନ ପ୍ରାର୍ଥୀ ୨ ଅଛନ୍ତି।

Share