୫ ବର୍ଷ ପରେ ଜେଲରୁ ମୁକୁଳିଲେ ଓ୍ବିକିଲିକ୍ସର ଫାଉଣ୍ଡର

ଓ୍ବାଶିଂଟନ,୨୫।୬: ୱିକି ଲିକ୍ସ ୱେବସାଇଟ ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଶେଷରେ ବ୍ରିଟିଶ ଜେଲରୁ ମୁକ୍ତ କରାଯାଇଛି। ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜ ଆମେରିକାର ନ୍ୟାୟ ବିଭାଗ ସହିତ ହୋଇଥିବା ଚୁକ୍ତିନାମାରେ ସରକାରୀ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଦଲିଲରେ ସହମତ ହୋଇଛନ୍ତି।
ବ୍ରିଟେନରେ ବନ୍ଦୀ ଥିବା ଆସେଞ୍ଜ ପ୍ରଶାନ୍ତ ମହାସାଗରରେ ଆମେରିକାର ଉତ୍ତର ମାରିଆନା ଦ୍ୱୀପପୁଞ୍ଜରେ କୋର୍ଟରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ ଜାତୀୟ ପ୍ରତିରକ୍ଷା ସୂଚନା ପାଇବା ତଥା ବିସ୍ତାର କରିବା ପାଇଁ ଷଡଯନ୍ତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ବ୍ରିଟେନ୍‌ର ନୂଆ ସରକାର,ପ୍ରଥମ ଥର ପାଇଁ ମହିଳା ହେଲେ ଅର୍ଥମନ୍ତ୍ରୀ

ଲଣ୍ଡନ,୫।୭: ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରେ ବଦଳିଛି ସରକାର। କନ୍ଜର୍ଭେଟିଭ୍‌ ପାର୍ଟିକୁ ହରାଇ ସରକାର ଗଢ଼ିଛି ଲେବର ପାର୍ଟି। କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ...

୧୪ ବର୍ଷ ଶାସନ କରିବା ପରେ କାହିଁକି ହାରିଲା ସୁନକଙ୍କ ଦଳ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର...

ବିଦାୟୀ ଭାଷଣରେ ବଡ଼ କଥା କହିଦେଲେ ଋଷି ସୁନକ୍‌

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିଛି । ଏଥିସହିତ ଦେଶରେ...

ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ...

ବ୍ରିଟେନ ରାଜନୀତିରେ ସତ ହେଲା ଏହି ବ୍ୟକ୍ତିଙ୍କ ଭବିଷ୍ୟବାଣୀ

ଲଣ୍ଡନ,୫।୭: ଭାରତରେ ଗତ ମାସରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଥିଲା। ଏକଜିଟ ପୋଲ ଏବଂ ରାଜନୈତିକ ବିଶ୍ଳେଷକମାନେ ଆଶା କରୁଥିଲେ ଯେ ଭାଜପା ବହୁମତ...

ସୁନକ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ସିଟ୍‌ ଅଛି, କାହିଁକି ଏମିତି କହି ମଜା ଉଡ଼ାଇଲା ଏୟାରଲାଇନ୍‌ ଜାଣନ୍ତୁ…

ଲଣ୍ଡନ,୫ା୭: ବ୍ରିଟେନ ସାଧାରଣ ନିର୍ବାଚନରେ ଋଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନରେ ଲେବର ପାର୍ଟି ବହୁମତ ହାସଲ କରିଛି ଏବଂ ବର୍ତ୍ତମାନ...

ବ୍ରିଟେନରେ ବଦଳିଲା ସରକାର; ଜାଣନ୍ତୁ ଭାରତ ସହିତ ସମ୍ପର୍କରେ ଏହାର କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୫।୭: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନରେ ବିଜୟ ହାସଲ କରି ୧୪ ବର୍ଷ ପରେ କ୍ଷମତାକୁ ଫେରିଛି ଲେବର ପାର୍ଟି। ଦଳର ନେତା କିର୍ ଷ୍ଟାର୍ମର ବ୍ରିଟେନ୍‌ର...

ଋଷି ସୁନକ ହାରିବା ପଛରେ ରହିଛି ଏହି ବଡ଼ କାରଣ, ଜାଣନ୍ତୁ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ

ଲଣ୍ଡନ,୫।୭: ବ୍ରିଟେନରେ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଲେବର ପାର୍ଟିର କିର ଷ୍ଟାରମର ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ। ବ୍ରିଟେନର ୬୫୦ଟି ସିଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri