ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ, ଗୀତର ମୁଖଡ଼ା କିନ୍ତୁ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ତେବେ ଆସନ୍ତୁ ଜାଣିବା ସେମିତି ଖୁବ୍‌ ଲୋକପ୍ରିୟ ହୋଇଥିବା ୭ଟି ଗୀତ ସମ୍ପର୍କରେ…
ଯାହାକୁ ଶୁଣିଲେ ତା’ର ଅରପଦଟି ନିଶ୍ଚେ ଗୁଣୁଗୁଣୁୁ ହେବେ। ତେବେ କେବଳ ଗୀତ ନୁହେଁ ତାହା କେଉଁ ଚଳଚ୍ଚିତ୍ରର, ସଙ୍ଗୀତ, ଗୀତ ଏବଂ କଣ୍ଠ କିଏ ଦାନ କରିଛନ୍ତି ତାହା ମଧ୍ୟ ଜାଣନ୍ତୁ।

  • ‘‘ଉଡ଼ିଉଡି ଉଡିି ଯାଆରେ ଉଡ଼ି, ଏ ମୋର ଗୁଡି’’
  • ଚଳଚ୍ଚିତ୍ରି-କଏି କାହାର
  • ସଙ୍ଗୀତ/କଣ୍ଠ- ଅକ୍ଷୟ ମହାନ୍ତି,
  • ଗୀତ- ନାରାୟଣ  ପ୍ରସାଦ ସିଂ

  • ‘‘ବୋଉଲୋ କି କହବି  ନୂଆ ଭାଉଜଙ୍କ କଥା’’
  • ଚଳଚ୍ଚିତ୍ରି- ଅଦିନ ମେଘ
  • ସଙ୍ଗୀତ-ବାଳକୃଷ୍ଣ ଦାଶ
  • କଣ୍ଠ- ତୃପ୍ତି ଦାସ
  • ଗୀତ- ଗୌରାଙ୍ଗ ସାମନ୍ତରାୟ

  • ‘‘ମୟୂରୀଗୋ! ତୁମ ଆକାଶେ’’
  • ଚଳଚ୍ଚିତ୍ରି- ଅରୁନ୍ଧତୀ
  • ସଙ୍ଗୀତ-ଶାନ୍ତନୁ ମହାପାତ୍ର
  • କଣ୍ଠ- ମହମ୍ମଦ ରଫି
  • ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

  • ‘‘ମୁଁ ଯେ ଜାଣେନା କାହା ବାଟ ରହଛି’’
  • ଚଳଚ୍ଚିତ୍ରି- ଗପ ହେଲେ ବି ସତ
  • ସଙ୍ଗୀତ- ଭୁବନ ହରି
  • କଣ୍ଠ- ସୁମନ କଲ୍ୟାଣ
  • ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

  • ‘‘ମୋ ପ୍ରିୟା ଠାରୁ କଏି ଅଧିକ ସନ୍ଦୁର ’’
  • ଚଳଚ୍ଚିତ୍ରି- ସିନ୍ଦୁରବିନ୍ଦୁ
  • ଗୀତ/ସଙ୍ଗୀତ- ପ୍ରଫଲ୍ଲୁ କର
  • କଣ୍ଠ- ଚିତ୍ତ ଜେନା

  • ‘ଚାନ୍ଦ ନା ତୁମେ ତାର’’
  • ଚଳଚ୍ଚିତ୍ରି- ଚିହ୍ନା ଅଚିହ୍ନା
  • ସଙ୍ଗୀତ- ବାସୁଦେବ ରଥ
  • କଣ୍ଠ- ତାନସେନ୍ ସି , ସ୍ବାଗତିକା ରଥ
  • ଗୀତ- ସୁରେନ୍ଦ୍ର ବିଦ୍ୟାଧର

  • ‘ଚୁମକି ସେତ ପାଣିରେ ବୁଡ଼ିବ ନାହକିଁ ’’
  • ଚଳଚ୍ଚିତ୍ରି- ମା ଓ ମମତା
  • ସଙ୍ଗୀତ- ଭୁବନ  ହରି
  • କଣ୍ଠ- ଅକ୍ଷୟ ମହାନ୍ତି, ଅନୁରାଧା ପୋଡଓ୍ବାଲ
  • ଗୀତ- ଅକ୍ଷୟ ମହାନ୍ତି

Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ...

ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri