Posted inଜାତୀୟ

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ର ପରେ ଏବେ ଉତ୍ତରପ୍ରଦେଶ ରହିଛି ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ। ଏଥିରୁ ବାଦ୍‌ ପଡ଼ିନି ଫାଇଭ୍‌ ଷ୍ଟାର ହୋଟେଲ୍‌। ଦୀପାବଳି ପୂର୍ବରୁ ଏପରି ବୋମା ଧମକ ମିଳିଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି।

ଲକ୍ଷ୍ନୌର ବହୁ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଇମେଲ୍‌ରେ ଧମକ ମିଳିଛି। ହୋଟେଲରେ ବୋମା ଥିବା କହି ୫୫ ହଜାର ଡଲାର ଦାବି କରିଛନ୍ତି ଦୁର୍ବୃତ୍ତ।

ଇମ୍ପରିଆଲ ପ୍ୟାଲେସ, ସାୟାଜୀ, ଦ ସେଣ୍ଟୋସା, କେ.କେ ବିକନ, ହୋଟେଲ ଭାବା, ହୋଟେଲ ପାରାମାଉଣ୍ଟ ଇନ୍‌, ହୋଟେଲ ଜ୍ୟୋତି, ଏଲିମେଣ୍ଟସ, ଦ ଗ୍ରାଣ୍ଡ୍‌ରେଜେନ୍ସି ଏବଂ ସିଜନକୁ ଇମେଲ୍‌ରେ ଧମକପୂର୍ଣ୍ଣ ମେସେଜ ଆସିଛି। ଏହା ପରେ ପୋଲିସ ପକ୍ଷରୁ ବଡ଼ବଡ଼ ହୋଟେଲରେ ଯାଞ୍ଚ କଡ଼ାକଡ଼ି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ, ଅପହରଣ ନା ପ୍ରଚାର…ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ନେଇ ଥାନାରେ ପତ୍ନୀ

ମୁମ୍ବାଇ,୩।୧୨: ଅଭିନେତା ତଥା ଲୋକପ୍ରିୟ କମେଡିଆନ୍‌ ସୁନୀଲ ପାଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ ନିଖୋଜ ଥିବା ନେଇ ପତ୍ନୀ ସାନ୍ତାକ୍ରୁଜ୍‌...

ଏବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଯୋଡ଼ି ପାରିବେ ୪ ନୋମିନି, ଲୋକ ସଭାରେ ପାରିତ ହେଲା ବିଲ୍‌

ନୂଆଦିଲ୍ଲୀ, ୩।୧୨: ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍‌ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର...

କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ…

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏସ୍‌ସିର ଖ୍ୟାତନାମା ଶିକ୍ଷକ ଅବଧ ଓଝା ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଦିନକ ପୂର୍ବରୁ...

ପିଏମ ଇନର୍ଟନଶିପ୍‌ ଯୋଜନାକୁ ନେଇ ବଡ଼ ଘୋଷଣା, ବୟସସୀମାରେ ହେଲା ବଡ଼ ପରିବର୍ତ୍ତନ, ମାସକୁ ମିଳିବ…

ନୂଆଦିଲ୍ଲୀ,୩।୧୨: ଉଦ୍‌ଘାଟନ ପୂର୍ବରୁ ସ୍ଥଗିତ ହେଲା ପିଏମ ଇନର୍ଟନଶିପ୍‌ ଯୋଜନା। ୫ ବର୍ଷରେ ୧ କୋଟି ଯୁବପିଢିଙ୍କୁ ଦେଶର ଶ୍ରେଷ୍ଠ ୫୦୦ କମ୍ପାନିରେ ଇନର୍ଟନଶିପ ଦେବା...

ମେଣ୍ଟକୁ ଶିନ୍ଦେ କହିଦେବେ ନମସ୍କାର! ଓଲଟିଗଲା ଆକଳନ…

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ୧୧ ଦିନ ବିତିଲାଣି, ଏହା ସତ୍ତ୍ୱେ ମହାୟୁତି ମେଣ୍ଟ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହିଁ। ରାଜ୍ୟରେ...

ଶିନ୍ଦେ ରଚିଲେ ଚକ୍ରବ୍ୟୁହ, ଫସିଯିବ ଭାଜପା!

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଶିବସେନା...

ମହାରାଷ୍ଟ୍ରରେ ଚାଲିଛି ମୂଷା ବିଲେଇ ଖେଳ: ବିରୋଧୀ

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତୀ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରକାଶ ଥାଉକି, ଏକ ସପ୍ତାହରୁ ଅଧିକ ସମୟ ହେବ ନିର୍ବାଚନ ଫଳାଫଳ...

ବିଗିଡିଲା ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୧୨:ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଠାଣେର ଜୁପିଟର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଯାଞ୍ଚ କରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri