ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୧୨ା୧୧: ଇଣ୍ଡୋନେସିଆରେ ପୁଣି ଥରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ଅନୁସନ୍ଧାନ ସେସ୍‌ମୋଲୋଜି କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୬ ଥିଲା।

ସେଣ୍ଟର ଫର ରିସର୍ଚ୍ଚ ସେସ୍‌ମୋଲୋଜି ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ଥିଲା। ଇଣ୍ଡୋନେସିଆର ପଶ୍ଚିମ ତିମୋରରେ ରବିବାର ଏହି ଭୂକମ୍ପ ଅନୁଭୂତ ହୋଇଛି।

Share