Categories: ଜାତୀୟ

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨ ମୃତ

ଜୟପୁର,୮ା୫: ରାଜସ୍ଥାନରେ ବାୟୁସେନାର ଏକ ବିମାନ ଖସିପଡ଼ିବାରୁ ୨ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି। ବାୟୁସେନାର ଏମ୍‌ଆଇଜି -୨୧ ଫାଇଟର ଜେଟ୍‌ଟି ସୋମବାର ସକାଳେ ହନୁମାନଗଡ଼ରେ ଖସିପଡ଼ିବାରୁ ୨ ଗ୍ରାମୀଣ ମହିଳାଙ୍କ ମୃତ୍ୟୁ ଘଟିଛି।

Share