Categories: ବାଣିଜ୍ୟ

ସିକ୍ୟୋର ମିଟର୍ସ ସହ ଏୟାରଟେଲ୍‌ର ସହଭାଗିତା

ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ଏବଂ ସିକ୍ୟୋର୍‌ ମିଟର୍ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ଘୋଷଣା କରାଯାଇଛି। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ ବିଜ୍‌ନେସ୍‌ ନିର୍ଦ୍ଦେଶକ ତଥା ସିଇଓ ଅଜୟ ଚିତ୍‌କାରା କହିଛନ୍ତି, ଆଇଓଟି, ଏୟାରଟେଲ୍‌ ପାଇଁ ଏକ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟବସାୟ ଶ୍ରେଣୀ। ଆମେ ଭାରତର ଶକ୍ତି ସ୍ଥାନାନ୍ତର କ୍ଷେତ୍ରରେ ଏକ ସକ୍ରିୟ ଖେଳାଳି ହେବା ପାଇଁ ଅପେକ୍ଷା କରିଛୁ।

Share