ୱାନଖେଡେ ଷ୍ଟାଡିୟମରେ ଫ୍ୟାନ୍ସଙ୍କୁ ମିଳିବ ଡବଲ ଧମାଲ, ‘ଭୋଲା’ର ପ୍ରମୋଶନ ପାଇଁ ପହଞ୍ଚିବେ ଅଜୟ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ଶୁକ୍ରବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ୱାନଡେ ମ୍ୟାଚର ଅଂଶ ହେବାକୁ ଯାଉଛନ୍ତି । ଅଜୟ ଏହି ସମୟରେ ମ୍ୟାଚକୁ ଏନଜୟ କରିବା ସହ ତାଙ୍କର ଅପକମିଂ ମୁଭି ’ଭୋଲା’ର ପ୍ରମୋଶନ ବି କରିବେ ।

Share