Categories: ଜାତୀୟ

ଅଜିତ ପାଓ୍ବାର ବିରୋଧୀ ଦଳ ନେତା

ମୁମ୍ବାଇ, ୫।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ସୋମବାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଶିବସେନା-ଭାଜପା ମେଣ୍ଟ ପରେ ଏନ୍‌ସିପିର ସର୍ବାଧିକ ସଦସ୍ୟ ରହିଥିବାରୁ ଏହି ଦଳ ଏବେ ବିରୋଧୀ ଭୂମିକା ତୁଲାଇବ। ବିରୋଧୀ ଦଳ ନେତା ଭାବେ ବାଚସ୍ପତି ରାହୁଲ ନରଓ୍ବେକର ଏନ୍‌ସିପିର ଅଜିତ ପାଓ୍ବାରଙ୍କ ନାଁ ଘୋଷଣା କରିଛନ୍ତି।

Share