Posted inଜାତୀୟ

୩୫ ବର୍ଷ ହେବ ଏଠାରେ ଚାଲିଛି ଅଖଣ୍ଡ ରାମନାମ ସଂକୀର୍ତ୍ତନ

ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସନ୍ଥ ଏବଂ ପୁରୁଷଙ୍କ ଯୋଗଦାନ ରହିଛି। ରାମ ମନ୍ଦିର ନିର୍ମାଣର ଶୁଭ ସମୟରେ ସେମାନଙ୍କ ଅବଦାନକୁ ମନେ ପକାିବା ଜରୁରୀ ହୋଇପଡିଛି। ସରୟୁ ନଦୀ କୂଳରେ ଅବସ୍ଥିତ ଫଟିକ ଶୀଳା ଆଶ୍ରମର ପ୍ରତିଷ୍ଠାତା ସାକେତୱାସୀ ସନ୍ଥ ନାରାୟଣ ଦାସ ଓରଫ ତାପସ୍ବି ବାବା ଆଜୀବନ ରାମ ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। ସେ ଭଗବାନ ଶ୍ରୀ ରାମଙ୍କର ସର୍ବୋଚ୍ଚ ଉପାସକ ଥିଲେ। ତାଙ୍କର ଇଚ୍ଛା ଥିଲା ଯେ ରାମ ମନ୍ଦିର ନିର୍ମାଣ ହେବା ଉଚିତ ଏବଂ ବିଶ୍ୱର ପ୍ରତ୍ୟେକ ଘରେ ରାମଙ୍କୁ ପୂଜା କରିବା ଉଚିତ୍‌। ୧୯୮୫ରେ ଫଟିକ ଶିଲା ଆଶ୍ରମରେ ଅଖଣ୍ଡ ରାମନାମା ସଂକୀର୍ତ୍ତନ ଆରମ୍ଭ କରିଥିଲେ। ଯାହା ଆଜି ମଧ୍ୟ ଜାରି ରହିଛି।
ଫାଟିକ ଶିଲା ଆଶ୍ରମ ୧୯୭୮ ମସିହାରେ ସରୟୁ କୂଳରେ ଥିବା ସାଧୁ ସନ୍ଥ ନାରାୟଣ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସେ ରାମ ନାମର ଚରମ ସନ୍ଧାନକାରୀ ଥିଲେ। ଏହା ସହିତ ସେ ରାମ ମନ୍ଦିର ନିର୍ମାଣ ଏବଂ ବିଶ୍ୱ ଶାନ୍ତି ବିଷୟରେ ଚିନ୍ତା କରୁଥିଲେ। ସେ ପ୍ରଥମେ ୧୯୭୮ରେ ୨୭ ଦିନିଆ ଭୋକ ଉପାସରେ ବିଶ୍ୱ ଶାନ୍ତି ପାଇଁ କାମନା କରିଥିଲେ। ସେ ଚାହୁଁଥିଲେ ଯେ ସୀତାରାମଙ୍କୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପୂଜା କରାଯାଉ। ତାଙ୍କ ନାମ ପ୍ରଚାର କରାଯାଉ। ସେ ମଧ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଯଜ୍ଞ କରିବା ଆରମ୍ଭ କରିଥିଲେ। ୧୯୮୭ରେ ସେ ଶ୍ରୀ ସୀତାରାମ ନାମକ ୨୭ କୀର୍ତ୍ତନ ମଣ୍ଡଳୀ ସହ ପ୍ରଥମ ରାମନାମ ଜପିବା ଆରମ୍ଭ କରିଥିଲେ। ୧୯୯୦ରେ ୧୦୮ କୀର୍ତ୍ତନ କୁଞ୍ଜଙ୍କ ସହ ମହା ଯଜ୍ଞ କରିଥିଲେ। କେବଳ ଏତିକି ନୁହେଁ, ବାବ୍ରି ମସଜିଦ୍‌ ଭାଙ୍ଗିବାର କିଛି ମାସ ପୂର୍ବରୁ, ୧୯୯୨ରେ ମଧ୍ୟ ସେ ୧୦୦୮ କୀର୍ତ୍ତନ ମଣ୍ଡଳୀ ସହ ମହାଯଜ୍ଞ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ’ଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା, ମହିଳାଙ୍କୁ ଛାଡ଼ପତ୍ର ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪ା୧୧: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ...

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା...

କୋଟିଏ କି ୨ କୋଟି ନୁହେଁ, ଦାମ୍‌ ୨୩ କୋଟି; ଦିନକୁ ୨ ହଜାର ଟଙ୍କାର ଡ୍ରାଏଫ୍ରୁଟ୍ସ ଖାଏ ଏହି ମଇଁଷି

ଜୟପୁର,୧୫।୧୧: ଚଳିତ ବର୍ଷ ରାଜସ୍ଥାନର ପୁଷ୍କର ମେଳାରେ ଆସୁଥିବା ଲୋକଙ୍କ ପାଇଁ ହରିୟାଣାର ଏକ ମଇଁଷି ଆକର୍ଷଣର କେନ୍ଦ୍ର ପାଲଟିଛି। ଗତ ବର୍ଷ ମଧ୍ୟ ଏଠାରେ...

ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ...

ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ,୧୫ା୧୧: ଉତ୍ତରପ୍ରଦେଶର ୯ ଟି ଆସନରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନେତାମାନଙ୍କ ମଧ୍ୟରେ ଆଲୋଚନା ସମାଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri