ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର

ରାୟଗଡ଼ା,୧୧।୧(ଭାଗ୍ୟଶ୍ରୀ ମିଶ୍ର): ଅଯୋଧ୍ୟାରୁ ଆସିଥିବା ଅକ୍ଷତ ରାୟଗଡ଼ା ସହରର ୨୪ଟି ୱାର୍ଡରେ ବଣ୍ଟାଚାଲିଛି। ଭକ୍ତମାନେ ଘର ଘର ବୁଲି ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଫଟୋ ବାଣ୍ଟୁଛନ୍ତି। ଫଳରେ ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର। ମୁଖ୍ୟତଃ ଏହି କାମରେ ମହିଳାମାନଙ୍କ ଉତ୍ସାହ ଅଧିକ ଦେଖିବାକୁ ମିଳୁଛି। ଅକ୍ଷତ ପହଞ୍ଚାଇବା କମିଟି ସଦସ୍ୟ ତଥା ରାୟଗଡ଼ା ନଗର ପରିଚାଳନା ଦାୟିତ୍ୱରେ ଥିବା ଶ୍ୟାମ କୁମାର ଦାଶ କହିଛନ୍ତି। ଆଗାମୀ ୧୫ ତାରିଖ ସୁଦ୍ଧା ରାୟଗଡ଼ା ସହରର ସମସ୍ତଙ୍କ ଘରେ ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଫଟୋଚିତ୍ର ପହଞ୍ଚାଇବା ଦାୟିତ୍ୱ ରାମଭକ୍ତମାନଙ୍କର। ଯାହା ନିଶ୍ଚିତ ଭାବରେ ଦିଆଯାଇଥିବା ତାରିଖ ପୂର୍ବରୁ ସମାପ୍ତ ହେବ। ସୂଚନାଥାଉ କି, ନଭେମ୍ବର ୨୮ରେ ଅଯୋଧ୍ୟାରୁ ପବିତ୍ର ଅକ୍ଷତ କଳସ ରାୟଗଡ଼ାରେ ପହଞ୍ଚତ୍ଥିଲା। ସେଠାରୁ ପ୍ରତ୍ୟେକ ବ୍ଲକ୍‌ ଏବଂ ପୌର ପରିଷଦରେ ସମୁଦାୟ ୧୪ଟି ସ୍ଥାନରେ ଅକ୍ଷତ କଳସର ଅଂଶମାନ ପହଞ୍ଚତ୍ଥିଲା। ଏହାପରେ ପ୍ରତ୍ୟେକ ଘରକୁ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୧୨।୩: ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା। ଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ। ବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗଦେବେ।...

ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ୧୫ ଆହତ

ନୂଆପଡ଼ା,୧୨।୩(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ସୁନାପୁର ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଡିଜେ ଗାଡ଼ି ଓଲଟି...

୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସାବରଙ୍ଗ,୧୨ା୩(କାଳିପଦ ରାୟ): ଭଦ୍ରକ ଜିଲା ନୟାକଣିଡ଼ିହି ଥାନା ଅଧୀନ ଲକ୍ଷ୍ମୀଦାସପୁର ଗ୍ରାମରେ ବ୍ୟାବସାୟିକ ଶତ୍ରୁତାକୁ ନେଇ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନେ ହେଲେ...

ଅଗ୍ନିକାଣ୍ଡରେ ଜଳିଗଲା ଘର-ଗୁହାଳ: ସହାୟତା ପ୍ରଦାନ କଲେ ତହସିଲଦାର

ଦିଗପହଣ୍ଡି,୧୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି...

ଅଧିକାରକୁ ଅବରୋଧ: ତେଜି ଉଠୁଛି ଅସନ୍ତୋଷ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଦିବ୍ୟାଙ୍ଗମାନଙ୍କୁ ନେଇ ଗଠିତ ପ୍ୟାରେଣ୍ଟସ୍‌ ଆସୋସିଏଶନ ୮ଦଫା ଦାବି ଉପରେ ପ୍ରଶାସନର ଅଣଦେଖା ପ୍ରତିବାଦରେ ମଙ୍ଗଳବାର ସହର ଉପକଣ୍ଠ ହଲଦୀପାଲି...

ଦୁର୍ଘଟଣା: ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରାକ୍ଟର

ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟ ତିନିଆମ୍ବ ଛକରେ ବୁଧବାର ସକାଳ ପ୍ରାୟ ସାଢେ ୮ଟାରେ ସ୍କୁଲ ମିନି...

ଭିତରକନିକାରେ ୪ ପ୍ରଜାତିର ୫୦୫ ଡଲ୍‌ଫିନ୍‌

ରାଜନଗର, ୧୨ା୩(ଭାସ୍କର ରାଉତରାୟ):ଚଳିତ ବର୍ଷ ଡଲ୍‌ଫିନ୍‌ ଗଣନା ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ଅନୁଯାୟୀ ସାରା ଓଡ଼ିଶାରେ ୭୧୦ଟି ଦେଖିବାକୁ ମିଳିଛି। କେବଳ ଭିତରକନିକରେ...

୧୩ ବ୍ଲକର ୧୩ ଲକ୍ଷପତି ଦିଦି ସମ୍ବର୍ଦ୍ଧିତ

ଭବାନୀପାଟଣା,୧୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମଙ୍ଗଳବାର ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image