ଖିଲାଡିଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର

ନୂଆଦିଲ୍ଲୀ,୧୪।୩ : ଖିଲାଡି ତଥା ଅକ୍ଷର କୁମାରଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର। ଏହି ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଆକ୍‌ସନ-ଡ୍ରାମା ଫିଲ୍ମ ସୁରିୟବଂଶି ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ରିଲିଜ ହେବ। ଏ ନେଇ ଅକ୍ଷୟ ଟୁଇଟ୍‌ କରି ଫ୍ୟାନଙ୍କୁ ସୂଚନା ଦେଇଛନ୍ତି। ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ କଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଛନ୍ତି। ଆଉ ଅଜୟ ଦେବଗନ ଓ ରଣବୀର ସିଂ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Share