‘ଆର୍‌ଆର୍‌ଆର୍‌’ ଫିଲ୍ମ ପାଇଁ ଆଲିଆ ନେଇଛନ୍ତି ଏତିକି କୋଟି

ମୁମ୍ବାଇ: ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମଗ୍ର ବିଶ୍ୱରେ ଜବରଦସ୍ତ ରେକର୍ଡ କରିଛି। ଏହି ଫିଲ୍ମଟି ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଥିଲା। ଏଥିରେ ଅତିଥି କଳାକାର ଭାବେ ଅଭିନୟ କରିଥିବା ସୁପରଷ୍ଟାର ଅଜୟ ଦେବଗନ ୨୫ କୋଟି ଟଙ୍କା ନେଇଥିବା ବେଳେ ଅଭିନେତ୍ରୀ ଆଲିଆ ଭଟ୍ଟ ୯ କୋଟି ଟଙ୍କା ନେଇଛନ୍ତି। ମାତ୍ର ୨୦ ମିନିଟ୍‌ର ସ୍କ୍ରିନ୍‌ ସମୟ ପାଇଁ ଆଲିଆ ଏତେ ହାଇ ଡିମାଣ୍ଡ କରିଛନ୍ତି। ଏହି ଫିଲ୍ମରେ ସୀତା ଭୂମିକାରେ ସେ ଜବରଦସ୍ତ ଅଭିନୟ କରିଛନ୍ତି।

Share