ବ୍ରାଇଡାଲ୍‌ ଲୁକ୍‌ରେ ନଜର ଆସିଲେ ଆଲିଆ, ପ୍ରଶଂସକ ପଚାରିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବ୍ରାଇଡାଲ୍‌ ଲୁକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ସେ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେବେଠାରୁ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥି ସହିତ, ତାଙ୍କ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। କିଛି ଲୋକ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରୁଛନ୍ତି ।
ମାତ୍ର ଏହା ଏକ ବିଜ୍ଞାପନ ଭିଡିଓ, ଯେଉଁଥିରେ ଆଲିଆଙ୍କୁ ବୋହୂ ଭାବରେ ଦେଖିବାକୁ ମିଳୁଛି। ସେ ଏହି ଫଠୋରେ ହାଲ୍‌କା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି। ଏଥି ସହ ସହ ଭାରୀ ହାର, କାନଫୁଲ ଲଗାଇଥିବା ଦେଖିବାକୁ ମିଳିଛି।

Share