୬୫ ହଜାରରୁ ଅଧିକ ଭୋଟ୍‌ରେ ଅଳକା ବିଜୟୀ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ଭୋଟ୍‌ ଗଣତିର ୨୦ ରାଉଣ୍ଡ ତଥା ଅନ୍ତିମ ରାଉଣ୍ଡରେ ଭାଜପା ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ନିର୍ବାଚନରେ ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ କିଶୋର ପଟେଲଙ୍କଠାରୁ ୬୬ ହଜାର ୨ ଶହ ୨୫ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷେ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ୩ୟ ସ୍ଥାନରେ ରହିଛନ୍ତି।

 

Share