Categories: ଜାତୀୟ

‘ଅନାବଶ୍ୟକ, ଅବ୍ୟବହାରିକ ଓ ବିପଜ୍ଜନକ’, ୟୁନିଫର୍ମ ସିଭିଲ କୋର୍ଡର ସମାଲୋଚନା କରି କହିଲା ମୁସଲିମ ପର୍ସନାଲ ଲ ବୋର୍ଡ

ନୂଆଦିଲ୍ଲୀ,୧୭।୬: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ସମାନ ନାଗରିକ ସଂହିତାକୁ ନେଇ ବିଧି ଆୟୋଗ ପରାମର୍ଶ ମାଗିବାକୁ ନେଇ ବୋର୍ଡ ତା’ର କଡା ପ୍ରତିକ୍ରିୟା ଦେଇଛି। ବୋର୍ଡ କହିଛି ଯେ ଭାରତରେ ଏପରି ଆଇନ କରିବା ଅନାବଶ୍ୟକ ଭାବରେ ଦେଶର ସମ୍ବଳ ନଷ୍ଟ କରୁଛି ଏବଂ ଏହା ଅନାବଶ୍ୟକ ଭାବରେ ସମାଜରେ ଅରାଜକତାର ବାତାବରଣ ସୃଷ୍ଟି କରିବ। ମୁସଲିମ ଲ ବୋର୍ଡ କହିଛି ଯେ ଏହି ସମୟରେ ଏହି ଆଇନ ଆଣିବା ଅନାବଶ୍ୟକ, ଅବାସ୍ତବ ଏବଂ ବିପଜ୍ଜନକ।

Share