ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ଶାନ୍ତି ଦିଏ ଏସବୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ ଦୂର କରିପାରିବ। ସେ କହିଛନ୍ତି ଯେ, ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ତିନୋଟି ଜିନିଷ ଶାନ୍ତି ଦେଇପାରେ। ଏହି ଜିନିଷଗୁଡ଼ିକ ହେଉଛି ପୁଅ, ପତ୍ନୀ ଏବଂ ଅର୍ଥ । ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳେକରେ କହିଛନ୍ତି ଯେ, ଯାହାର ପୁଅ ନାହିଁ, ତାଙ୍କ ଘର ଖାଲି ଲାଗିଥାଏ। ଯାହାର ଭାଇ ନାହିଁ ସେମାନଙ୍କ ପାଇଁ ନିର୍ଦ୍ଦେଶ ହଜିଯାଏ। ସେହିପରି ଜଣେ ମୁର୍ଖ ଲୋକର ବିବେକ ହଜିଲା ଭଳି ଏବଂ ଏକ ଗରିବ ଲୋକର ସଂସାର ଖାଲି ହେବାଭଳି