Categories: ଫୁରସତ

କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ଏହି ସହର, କହିପାରିବେ ନାହିଁ ନାମ…

ଭାରତର ରାଜଧାନୀ ଦିଲ୍ଲୀ ବୋଲି ସମସ୍ତେ ଜାଣନ୍ତି। ହେଲେ ପ୍ରଥମରୁ କେବଳ ଏହା ରାଜଧାନୀ ନ ଥିଲା। ଆଜି ଆମେ ଆପଣଙ୍କୁ ଏକ ଏଭଳି ସହର ବିଷୟରେ କହିବୁ ଯାହାକି କେବଳ ଗୋଟିଏ ଦିନ ଲାଗି ଭାରତର ରାଜଧାନୀ ହୋଇଥିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।

୧୮୫୮ରେ ଆହ୍ଲାବାଦ ସହର ଦିନକ ପାଇଁ ଭାରତର ରାଜଧାନୀ ହୋଇଥିଲା। ଏହା ପଛରେ ବି କାରଣ ରହିଛି। କୁହାଯାଏ ଇଷ୍ଟ ଇଣ୍ଡିଆ କମ୍ପାନୀ ସହରରେ ବ୍ରିଟିଶ ରାଜ୍‌କୁ ଦେଶର ପ୍ରଶାସନ ଦାୟିତ୍ୱ ହସ୍ତାନ୍ତୀ କରିଥିଲା। ସେତେବେଳେ ସହର ଉତ୍ତର ପଶ୍ଚିମ ପ୍ରାନ୍ତର ରାଜଧାନୀ ମଧ୍ୟ ଥିଲା। ସେହିଭଳି ୧୯୧୧ରେ ଇଂରେଜମାନେ ରାଜଧାନୀକୁ କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ।

Share