ଜହ୍ନରେ ଭାରତ: ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଖୁସି ବାଣ୍ଟିଲେ ଭାରତୀୟ

ଓ୍ବାଶିଂଟନ୍‌,୨୪।୮: ଚନ୍ଦ୍ରରେ ଚହଳ ପକାଇଛି ଭାରତ। ବହୁ ଦିନର ସ୍ବପ୍ନକୁ ସାକାର କରିଛନ୍ତି ୧୪୦କୋଟି ଭାରତୀୟ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରରେ ଇତିହାସ ସୃଷ୍ଟି କରିଛି। ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପାଇଁ ସବୁ ବିଦେଶୀ ଗଣମାଧ୍ୟମ ଇସ୍ରୋକୁ ପ୍ରଶଂସା କରିଥିଲେ। ଦେଶବ୍ୟାପୀ ଏନେଇ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବାବେଳେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଭାରତୀୟମାନେ ଏହି ଖୁସିକୁ ଉତ୍ସାହର ସହ ପାଳନ କରିଛନ୍ତି।

Share