ଟେମ୍ପୋ ମିଶନ: ପ୍ରଦୂଷଣର ମନିଟରିଂ ଉପକରଣରୁ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌,୨୫।୮: ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ବର୍ଷ ଆରମ୍ଭରେ ନୂତନ ପ୍ରଦୂଷଣ-ମନିଟରିଂ ଉପକରଣରୁ ପ୍ରଥମ ଡାଟା ମ୍ୟାପ ପ୍ରକାଶ କରିଛି। ଭୂମଧ୍ୟ ରେଖାରୁ ୨୨ହଜାର ମାଇଲ ଉପରେ, ନାସାର ଟେମ୍ପୋ କିମ୍ବା ଟ୍ରପୋସଫେରିକ ର୍ନିଗମନ ପ୍ରଦୂଷଣର ମନିଟରିଂ ହେଉଛି ପ୍ରଥମ ସ୍ପେସ ଉପକରଣ ଯାହା ପ୍ରଦୂଷଣ ସମ୍ପର୍କରେ ସୂଚନା ଦେବ। ଏହାଦ୍ୱାରା ଉତ୍ତର ଆମେରିକାରେ ହେଉଥିବା ପ୍ରଦୂଷଣ ସମ୍ପର୍କରେ ଏହି ସାଟେଲାଇଟ ସୂଚନା ଦେଇପାରିବ।

Share