ନୋବେଲ ପୁରସ୍କାର ବିଜୟିନୀ ଆମେରିକୀୟ କବୟିତ୍ରୀ ଲୁଇସ ଗ୍ଲୁକ୍‌ଙ୍କର ପରଲୋକ

ଓ୍ବାଶିଂଟନ,୧୪।୧୦: ନୋବେଲ ପୁରସ୍କାର ଆମେରିକୀୟ କବୟିତ୍ରୀ ଲୁଇସ ଗ୍ଲୁକ୍‌ଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ପରିବାର ଏବଂ ପିଲାଦିନର ଅନୁସନ୍ଧାନରେ ଗ୍ଲୁକ୍‌ ନିଜର କବିତା ‘ଦ ଇନଫଲିବଲ ଭଏସ’ ସହିତ ଜଣାଶୁଣା। ତାଙ୍କୁ ସାହିତ୍ୟରେ ୨୦୨୦ରେ ନୋବେଲ ପୁରସ୍କାର ପ୍ରଦାନ କରିଥିବା ସ୍ବିଡେନ ଏକାଡେମୀ କହିଛି, ତାଙ୍କ କବିତାଗୁଡ଼ିକ ପ୍ରାୟ, ପିଲାଦିନ, ପାରିବାରିକ ଜୀବନ, ପିତାମାତା ଏବଂ ଭାଇଭଉଣୀଙ୍କ ସହ ଘନିଷ୍ଠ ସମ୍ପର୍କ ଉପରେ କେନ୍ଦ୍ରିତ ଥାଏ।

Share