ଖୁବ୍‌ଶୀଘ୍ର ଐଶ୍ୱର୍ଯ୍ୟାଙ୍କୁ ଘରକୁ ଆଣି ପାରନ୍ତି ତେଜ ପ୍ରତାପ

ପାଟନା,୨।୫: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ଜେତ ପ୍ରତାପ ଯାଦବ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଘରକୁ ଫେରାଇ ଆଣିବେ ବୋଲି ସୂଚନା ମିଳିଛି। ଏକଥା…

ଫିଲ୍ମୀ ଷ୍ଟାଇଲ୍‌ରେ ହାତୀକୁ ଚୁମ୍ବନ କରିବାକୁ ଉଦ୍ୟମ: ହସ୍ପିଟାଲରେ ପହଞ୍ଚିଲେ ଯୁବକ

କୋଲାର,୨।୫: ନିଶାରେ ମାତାଲ ଥିବା ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଲା ହାତୀକୁ ଚୁମ୍ବନ ଦେବା ଉଦ୍ୟମ। ଚୁମ୍ବନ ଦେବାକୁ ହାତୀ ନିକଟରେ ପହଞ୍ଚିବା ତାର ପରିଣାମ…

ଅନୁପ୍ରବେଶକାରୀଙ୍କୁ ରୋକିବ ରୋବ: ସୀମାରେ ହେବ ମୁତୟନ

ବେଙ୍ଗାଲୁର୍‌,୨।୫: ସୀମାରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ମୁତୟନ କରାଯିବ ରୋବ। ଏନେଇ ଭାରତୀୟ ବୈଜ୍ଞାନିକମାନେ ୨୦୧୮ ଡିସେମ୍ବରରୁ ଉଦ୍ୟମ ଜାରି ରଖିଛନ୍ତି। ପରୀକ୍ଷାମୂଳକ ଭାବେ ୨୦୧୯ ଡିସେମ୍ବରରେ…

ଗୁଜରାଟ ସୀମାରୁ ପାକିସ୍ତାନ ନାଗରିକ ଗିରଫ

କଚ୍ଛ,୨।୫: ଗୁଜରାଟର କଚ୍ଛରେ ଥିବା ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ଗୁରୁବାର ଜଣେ ପାକିସ୍ତାନୀ ନାଗରିକଙ୍କୁ ବିଏସ୍‌ଏଫ୍‌ ଯବାନ ଗିରଫ କରିଛନ୍ତି। ୭୯ ବାଟାଲିୟନର ୧୧୨୩ ନମ୍ବର ପୋଷ୍ଟ…

ନାଗରିକତା ବିବାଦ: ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ଲାଗିପାରେ ରୋକ !

ନୂଆଦିଲ୍ଲୀ,୨।୫: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ନାଗରିକତା ବିବାଦ ଯୋଗୁ ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଯିବାର ଆଶଙ୍କା…

ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ

ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ ଡିଜାଷ୍ଟର…

ବାୟୁ ପ୍ରଦୂଷଣ ଯୋଗୁ ବଢୁଛି ମାସ୍କ୍‌ର ଚାହିଦା: ୨୦୨୩ ସୁଦ୍ଧା ବଜାର ଛୁଇଁବ ଶହେ ୧୮ କୋଟି

ନୂଆଦିଲ୍ଲୀ,୨।୫: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ଲାଗି ଲୋକଙ୍କ ମଧ୍ୟରେ ମାସ୍କ୍‌ର ଚାହିଦା ମଧ୍ୟ ବୃଦ୍ଧି ପାଇ ଚାଲିଛି। ତେବେ ଆସନ୍ତା…

ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ

ଚେନ୍ନାଇ,୨।୫: ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ। ସାକ୍ଷୀଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ…

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ ଆଜୀବନ…

ଭାଜପା ଉପରେ ବର୍ଷିଲେ ବାଘେଲା

ଅହମ୍ମଦାବାଦ,୨।୫: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ଭାଜପାର ଏକ ଷଡଯନ୍ତ୍ର। ଗୋଧ୍ରା ଦଙ୍ଗା ପରି…