ମୋଦିଙ୍କ ବିରୋଧରେ ଲଢ଼ିବେନି ଭୀମସେନା ମୁଖ୍ୟ

ନୂଆଦିଲ୍ଲୀ,୧୮ା୪(ପି.ଟି.): ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିବା ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛନ୍ତି।…

ନମୋ ଟିଭି ପ୍ରସାରଣରେ ଇସିଙ୍କ କଟକଣା

ନୂଆଦିଲ୍ଲୀ,୧୮ା୪(ପି.ଟି): ନିର୍ବାଚନ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ ‘ସାଇଲେନ୍ସ ପିରିୟଡ୍‌’ରେ ଭାଜପା ପ୍ରାୟୋଜିତ ନମୋ ଟିଭି ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ ନିର୍ବାଚନ କମିଶନ…

ହସ୍ପିଟାଲରୁ ଆସି ମତଦାନ କଲେ ୮୦ ବର୍ଷୀୟା ବୃଦ୍ଧା

କଠୁଆ,୧୮।୪: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଜଣେ ବୃଦ୍ଧା ମତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୮୦ ବର୍ଷୀୟା ବୃଦ୍ଧା ଯୋଗୀନ୍ଦେରୋ ଦେବୀ ଅସୁସ୍ଥତା ପାଇଁ କିଛି…

ହୃଦ୍‌ଘାତରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

କାଙ୍କେର,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ। ଛତିଶଗଡ଼ର କାଙ୍କେରରେ ଥିବା ବୁଥ୍‌ ନମ୍ବର ୧୮୬ରେ ଜଣେ ପୋଲିଂ…

ବସ ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ଇସଲାମାବାଦ୍‌,୧୮।୪: ପାକିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଲୁଚିସ୍ତାନ ରାଜମାର୍ଗରେ ୫-୬ ଯାତ୍ରୀବାହୀ ବସ୍‌କୁ କେତେକ ଅଜଣା ବ୍ୟକ୍ତି ଅଟକାଇଥିଲେ। ଯାତ୍ରୀମାନଙ୍କୁ ବାହାରକୁ ଆଣି ଆଖିବୁଜା…

ମତଦାନ କେନ୍ଦ୍ରରେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୧୯ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଦେଶରେ ପ୍ରାୟ ୧୨ଟି ରାଜ୍ୟରେ ୯୫ଟି ଲୋକ ସଭା ଆସନ…

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ହାରରେ…

ଛତିଶଗଡ଼ ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ଦାନ୍ତଓ୍ବୋଡା,୧୮।୪: ଛତିଶଗଡ଼ର କୁଆକୋଣ୍ଡା ପୋଲିସ ଷ୍ଟେଶନ ଅନ୍ତର୍ଗତ ଧାନିକାରକାଠାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି) ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଗୁରୁବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା…

ମାତ୍ର ୨ ଟଙ୍କା ଦାଖଲ କରି ଭିଭିପାଟ୍‌କୁ କରିହେବ ଚ୍ୟାଲେଞ୍ଜ୍‌: ଅଭିଯୋଗ ଭୁଲ୍‌ ସାବ୍ୟସ୍ତ ହେଲେ ୬ ମାସ ଜେଲ

ନୂଆଦିଲ୍ଲୀ,୧୮।୪: ଭୋଟ ଗ୍ରହଣରେ ଇଭିଏମ୍‌ ଏବଂ ଭିଭିପାଟ୍‌ର କାର୍ଯ୍ୟକାରୀତା ନେଇ ଅଧିକାଂଶ ସମୟରେ କେତେକ ଅଭିଯୋଗ ଆଣିଥାନ୍ତି। ତେବେ ଏସବୁ ଭୋଟିଂ ମେସିନ୍‌ର କାର୍ଯ୍ୟକାରୀତା ସମ୍ପର୍କରେ ଅଭିଯୋଗ…

୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ୭୧ବର୍ଷୀୟ ବୃଦ୍ଧ ଗିରଫ

ଲୁଇସିୟାନା, ୧୮।୪: ବଳାତ୍କାର ଅଭିଯୋଗରେ ଜଣେ ୭୧ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ…