Posted inଜାତୀୟ

ପଳାତକ ଅମୃତପାଲ ସିଂଙ୍କୁ ୯ ରାଜ୍ୟରେ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୨୭ ।୩: ଗୋଟିଏ ସପ୍ତାହରୁ ଅଧିକ ସମୟ ହେବ ଖୋଜା ଚାଲିଥିବା ୱାରିସ ପଞ୍ଜାବ ଦେର ମୁଖ୍ୟ ତଥା ଖଲିସ୍ତାନି ସମର୍ଥକ ଅମୃତପାଲ ସିଂଙ୍କୁ ଏବେ ପର୍ଯ୍ୟନ୍ତ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ । ଅମୃତପାଲଙ୍କୁ ଧରିବାକୁ ପାଲିସ ୯ ରାଜ୍ୟରେ ତଲାସି ଅଭିଯାନ ଜାରି ରଖିଛି । ଉତ୍ତରାଖଣ୍ଡରୁ ଉତ୍ତର ପ୍ରଦେଶ, ନେପାଳ ବର୍ଡର ଉପରେ ପୋଲିସ ଅମୃତପାଲଙ୍କ ପୋଷ୍ଟର ଲଗାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ମୋଡରେ ରହିଛି ।
ଅମୃତପାଲଙ୍କ ତଲାସି ଅଭିଯାନକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ପଞ୍ଜାବ ପୋଲିସ ଓ ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନା ପରେ ନେପାଳକୁ ଲାଗିଥିବା ସୀମା ଓ ଉତ୍ତର ପ୍ରଦେଶର ଜିଲାରେ ସର୍ଚ୍ଚ ଅପରେଶନ ଜାରି ରହିଛି । ସେ କହିଛନ୍ତି, ଧାର୍ମିକ ସ୍ଥଳରେ ପୋଲିସ କଡା ନଜର ରଖିଛି ଓ ଏହାସହ ସରକାରୀ ଯାନର ତଲାସି ବି ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଶାଶିତ ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କୁ ଉତ୍ପୀଡ଼ନ

ମୁମ୍ବାଇ,୨।୩: ମହାରାଷ୍ଟ୍ରର ଜଲଗଁାଓସ୍ଥିତ ମୁକ୍ତାଇନଗରଠାରେ ଚାଲିଥିବା ସନ୍ଥ ମୁକ୍ତାଇ ମେଳାରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ଝିଅଙ୍କୁ ଉତ୍ପୀଡ଼ନ କରାଯାଇଥିବାର ମାମଲା ସାମ୍‌ନାକୁ...

‘ଗଙ୍ଗା ଜଳ ଗୋଧୋଇବା ଯୋଗ୍ୟ ନୁହେଁ’: ବଡ ଦାବି କଲେ ବିହାର ସରକାର

ପାଟନା, ୨।୩: ବିହାରର ଅଧିକାଂଶ ସ୍ଥାନରେ ଗଙ୍ଗା ନଦୀର ଜଳ ଗାଧୋଇବା ଉପଯୁକ୍ତ ନୁହେଁ। ନିକଟରେ ବିହାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ବିହାର ଅର୍ଥନୈତିକ ସର୍ଭେ...

NEP’ କୁ ନେଇ ବଢ଼ୁଛି ଡିଏମ୍‌କେ-ଭାଜପା ବିବାଦ

ନୂଆଦିଲ୍ଲୀ,୨।୩: ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ଜବରଦସ୍ତ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚାପ ପକାଉଥିବାରୁ ଏହାକୁ ନେଇ ତାମିଲନାଡୁର ଶାସକ ଡିଏମ୍‌କେ ଏବଂ...

ମହାମେଣ୍ଟରେ ଫାଟ ଅଭିଯୋଗକୁ ଶିନ୍ଦେଙ୍କ ଖଣ୍ଡନ

ମୁମ୍ବାଇ,୨।୩: ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଫାଟ ଗୁଜବକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ...

ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଡେରାଡୁନ୍‌,୨।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ହିମସ୍ଖଳନ ଯୋଗୁ ସୀମାନ୍ତ ସଡ଼କ ସଂଗଠନ (ବିଆର୍‌ଓ)ର ୫୫ଜଣ ଶ୍ରମିକ ପୋତିହୋଇ ଯାଇଥିଲେ। ରବିବାର ଆଉ...

ଲମ୍ବା ସମୟ ଧରି ଅଡିଓ ଡିଭାଇସ୍ ବ୍ୟବହାର କରୁଛନ୍ତି କି? ସବୁଦିନ ପାଇଁ ହରାଇ ପାରନ୍ତି ଶ୍ରବଣଶକ୍ତି, ପରାମର୍ଶ ଜାରିକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨ା୩ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମ୍ପ୍ରତି ରାଜ୍ୟ ସରକାରଙ୍କୁ ହେଡଫୋନ୍, ଇୟରଫୋନ୍ ଏବଂ ଇୟରପ୍ଲଗ୍ ଭଳି ଅଡିଓ ଡିଭାଇସ୍ ଅତ୍ୟଧିକ ବ୍ୟବହାର ସମ୍ପର୍କରେ ଏକ...

ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀଙ୍କ ସହ ୫ ଅଧିକାରୀଙ୍କ ବିରୋଧରେ ଏତଲା ଦେବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ମୁମ୍ବାଇ,୨।୩: ଷ୍ଟକ୍‌ ମାର୍କେଟ ଜାଲିଆତି ଓ ନିୟମ ଉଲ୍ଲଂଘନ ଅଭିଯୋଗରେ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ...

ନକଲି ଭୋଟର ପରିଚୟପତ୍ର ପ୍ରସଙ୍ଗ: ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ ନିର୍ବାଚନ କମିଶନ

କୋଲକାତା,୨ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପ୍ରତି ଦୁଇଟି ରାଜ୍ୟରେ ସମାନ ଭୋଟର ପରିଚୟପତ୍ର ନମ୍ବର ପ୍ରସଙ୍ଗ ଉଠାଇଥିଲେ। ସେ ନିର୍ବାଚନ କମିଶନ ଉପରେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image