ଟପ୍‌ଲେସ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡରେ ଅଭିନେତ୍ରୀ ଆମି ଜ୍ୟାକସନ ବୋଲ୍ଡନେସ୍‌ର ସମସ୍ତ ସୀମାକୁ ଟପିଛନ୍ତି। ନିକଟରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆମିର ଏକ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଫଟୋରେ ଆମି ଟପଲେସ ନଜର ଆସିଛନ୍ତି। ନିକଟରେ ଆମି ଏକ ସୁନ୍ଦର ଫଟୋସୁଟ କରିଥିଲେ। ସୋସିଆଲ ମିଡିଆରେ ସେହି ଫଟୋସୁଟରୁ ଏକ ଫଟୋ ଶେୟାର କରିଥିଲେ। ଫଟୋରେ ଆମି ବହୁତ ବୋଲ୍ଡ ଅବତାରରେ ଥିବା ଦେଖାଯାଉଛନ୍ତି। ଆମି ଏହା ପୂର୍ବରୁ ତାଙ୍କ ବୋଲ୍ଡ ଫଟୋ ମଧ୍ୟ ଶେୟାର କରିଛନ୍ତି। କିନ୍ତୁ ଏଥର ତାଙ୍କର ଶୈଳୀ ସମ୍ପୂର୍ଣ୍ଣ ଅଲଗା। ଆମିଙ୍କ ପୂର୍ବରୁ ଅଭିନେତା ମିଲିନ୍ଦ ସୋମେନ ସୋସିଆଲ ମିଡିଆରେ ଏକ ନ୍ୟୁଡ ଫଟୋ ମଧ୍ୟ ଶେୟାର କରିଥିଲେ। ଜନ୍ମଦିନ ଅବସରରେ ସେ ସମୁଦ୍ର କୂଳରେ ଚାଲୁଥିବା ଏକ ଫଟୋ ଛାଡିଥିଲେ। ଫଟୋରେ ମିଲିନ୍ଦ ବିନା ପୋଷାକରେ ଦୌଡୁଥିଲେ।

Share