ଓଡ଼ିଶାକୁ ଅତିରିକ୍ତ ୧୨୮ କୋଟି ‘ଅମ୍ଫନ’ ସହାୟତା

ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ବନ୍ୟା, ବାତ୍ୟା ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ୬ ରାଜ୍ୟ ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ୪,୩୮୧.୮୮ କୋଟି ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ତନ୍ମଧ୍ୟରୁ ବାତ୍ୟା ‘ଅମ୍ଫନ’ କ୍ଷତିଭରଣା ପାଇଁ ଓଡ଼ିଶାକୁ ଅତିରିକ୍ତ ୧୨୮.୨୩ କୋଟି ଏବଂ ପଶ୍ଚିମବଙ୍ଗକୁ ୨୭୦୭.୭୭ କୋଟି ଟଙ୍କା

Share