Posted inଫୁରସତ

ଚିହ୍ନିଲେ କିଏ

ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ଏହି ଫଟୋ ମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ହୋଇଥିବାବେଳେ କିଛି ଆଶ୍ଚର୍ଯ୍ୟ କରେ। ଏହି କ୍ରମରେ ଏକ ପୁରୁଣା ଫଟୋ ସୋସିଆଲ ମିଡିଆ ଘୁରି ବୁଲୁଛିି, ଯେଉଁଥିରେ ଥିବା ଲୋକଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି।

ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏହି ଫଟୋ ଶେୟାର କରିଛନ୍ତି । ଫଟୋରେ ଜଣେ ୧୭ ବର୍ଷର ବାଳକ ମଜା କରୁଥିବା ଦେଖିବାକୁ ମିଳୁଛି। ହଠାତ୍‌ ଦେଖିଲେ ଏହି ଫଟୋଟି କାହାର ତାହା ବୁଝାପଡ଼ି ନ ଥିଲା। କିନ୍ତୁ ଯେତେବେଳେ ଏହାର ସତ୍ୟତା ଜଣାପଡ଼ିଲା ସମସ୍ତେ ଆଶ୍ଚର୍ଯ୍ୟ ହେଇଛନ୍ତି। କାରଣ ଫଟୋଟି ଅନ୍ୟ କାହାର ନୁହେଁ ବରଂ ଆନନ୍ଦ ମହିନ୍ଦ୍ରାଙ୍କର। ଏହାକୁ ଶେୟାର କରି ସେ ଲେଖିଛନ୍ତି, ସେ ଏହିପରି ନିଜ ସାଙ୍ଗମାନଙ୍କ ସହିତ ଛୁଟିଦିନ ବିତାଉଥିଲେ। ସେହି ସମୟରେ ସେ ଟ୍ରକ୍‌ ଚାଳନା କରିବାକୁ ଭଲ ପାଉଥିଲେ।

କୁହାଯାଉଛି, ଫଟୋଟି ୧୯୭୨ ମସିହାର। ସେହି ସମୟରେ ଆନନ୍ଦଙ୍କୁ ୧୭ ବର୍ଷ ହୋଇଥିଲା। ଏବେ ଏହି ଫଟୋ ଭାଇରାଲ ହେଉଥିବା ବେଳେ ୨୪,୦୦୦ ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଏହି ଫଟୋକୁ ପସନ୍ଦ କରିଛନ୍ତି। ଆଠ ଶହରୁ ଅଧିକ ଲୋକ ଏହାକୁ ରିଟୁଇଟ୍‌ କରିବା ସହ ଅନେକ କମେଣ୍ଟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜସ୍ବ ମୁଦ୍ରା ନ ଥିବା ଦେଶ

ପାନାମା: ମଧ୍ୟ ଆମେରିକୀୟ ଦେଶ ପାନାମାକୁ ୧୯୦୩ ମସିହାରେ ଆମେରିକା କଲମ୍ବିଆ ସଂଘଠାରୁ ସ୍ବତନ୍ତ୍ର ହେବାରେ ସାହାଯ୍ୟ କରିଥିଲା। ସେବେଠୁ ଏଠାକାର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ...

ଫାଶି ଦେବା ପୂର୍ବରୁ ଅପରାଧୀଙ୍କ କାନରେ କ’ଣ କୁହନ୍ତି ଜହ୍ଲାଦ? ଜାଣିଲେ ବିଶ୍ୱାସ କରିବେ ନାହିଁ…

କୌଣସି ଦେଶରେ ଜଣେ ଅପରାଧୀଙ୍କୁ ଫାଶୀ ଦେବା ଏକ ସାଧାରଣ କଥା ନୁହେଁ। ଅତ୍ୟନ୍ତ ଜଘନ୍ୟ ଅପରାଧ କ୍ଷେତ୍ରରେ, ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଏ। ଫାଶୀ ଦେବା...

ଏହି ଦେଶରେ ଅନ୍ତବସ୍ତ୍ର ପିନ୍ଧନ୍ତିନି ମହିଳା, ଏପରି କଲେ ମିଳେ ସାଂଘାତିକ ଦଣ୍ଡ!

ବିଦେଶରେ, ଆପଣ ସମୁଦ୍ର କୂଳରେ ଅନ୍ତବସ୍ତ୍ର ପିନ୍ଧିଥିବା ମହିଳାଙ୍କ ଅନେକ ଫଟୋ ନିଶ୍ଚୟ ଦେଖିଥିବେ। ଏହି ମହିଳାମାନଙ୍କୁ ଦେଖି, ଅନେକ ଲୋକ ଅନ୍ତବସ୍ତ୍ର ପିନ୍ଧିବାକୁ ଏବଂ...

women’s day: ସାଇନାଇଡ କିଲର୍‌ରୁ କିଡନାପ୍‌ର ରାଣୀ ଯାଏ, ଜାଣନ୍ତୁ ଦେଶର ଲେଡି ଡନ୍‌ଙ୍କ ବିଷୟରେ…

ଆଜି ମହିଳାମାନେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି। ଇ-ରିକ୍ସା ଚଳାଇବା ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଉଡ଼ାଣ ପର୍ଯ୍ୟନ୍ତ, ସେ ସବୁଥିରେ ପୁରୁଷମାନଙ୍କୁ ପଛରେ...

Womens Day: ପୁରୁଷଙ୍କ ତୁଳନାରେ ଏହି କାମରେ ଧୁରନ୍ଧର ମହିଳା, ଆପଣ ବି ଜାଣି ନ ଥିବେ…

ଯେକୌଣସି ବ୍ୟକ୍ତିଙ୍କ ପାଇଁ ଭଲ ସ୍ମୃତିଶକ୍ତି ରହିବା ଗୁରୁତ୍ୱପୂର୍ଣ୍ଣ। ଜଣେ ମହିଳାଙ୍କ ସ୍ମୃତିଶକ୍ତି ପୁରୁଷଙ୍କ ଅପେକ୍ଷା ବହୁତ ଭଲ। ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ମନେ ରଖିବାର...

କେବେ ବି କରନ୍ତୁନି ଏପରି ଭୁଲ୍‌, କୋପ କରିବେ ମହାଲକ୍ଷ୍ମୀ, ଦେଖାଯିବ ଧନର ଅଭାବ

ଧାର୍ମିକ ଗ୍ରନ୍ଥଗୁଡ଼ିକରେ, ମା’ ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ। ଯେଉଁ ଘରେ ତାଙ୍କର ଆଶୀର୍ବାଦ ରହିଥାଏ, ସେହି ଘରେ ଧନ...

Womens Day 2025: ଦିନେ ପୁରୁଷଙ୍କ ଦ୍ୱାରା ଆଦୃତ ହେଉଥିଲା ଗୋଲାପୀ ରଙ୍ଗ, ମହିଳା କେମିତି କଲେ ପସନ୍ଦ

ପୋଷାକ ହେଉ କିମ୍ବା ଖେଳଣା କିମ୍ବା ଅନ୍ୟ କୌଣସି ଜିନିଷ, ଯଦି ତାହା ଗୋଲାପୀ ରଙ୍ଗର ହୁଏ ତେବେ ଏହା ମହିଳାଙ୍କର ବୋଲି କୁହାଯାଏ। ଗୋଲାପୀ...

ହାର୍‌ ମାନିଛି ବୟସ: ୧୦୮ ବର୍ଷ ବୟସରେ ସେଲୁନରେ କେଶ କାଟି କଲେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଟୋକିଓ: ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାଓ୍ବା ସହରରେ ୧୦୮ ବର୍ଷୀୟା ମହିଳା ଶିତ୍‌ସୁଇ ହାକୋଇଶି ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image