Posted inଖେଳ

ଭାରତ ମାଟିରେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଆଣ୍ଡରସନ୍‌

ବିଶାଖାପାଟନମ,୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି। ଟସ ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି। ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଆସିଛି। ଇଂଲଣ୍ଡ ଖେଳୁଥିବା ଏକାଦଶରେ ଜେମ୍ସ ଆଣ୍ଡରସନଙ୍କୁ ସାମିଲ କରିଥବଲା। ଫିଲ୍ଡରେ ପ୍ରବେଶ କରିବା ମାତ୍ରେ ଆଣ୍ଡରସନ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ଭାରତରେ ଟେଷ୍ଟ ଖେଳିଥିବା ପଞ୍ଚମ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି।
ଭାରତରେ ଟେଷ୍ଟ ଖେଳିଥିବା ବୟୋଜ୍ୟେଷ୍ଠ ଖେଳାଳି ତାଲିକାରେ ଆଣ୍ଡରସନ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କୁ ୪୧ ବର୍ଷ ବୟସ ୧୮୭ ଦିନ। ବିନୁ ମଙ୍କଡ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୧୯୫୯ରେ ୪୧ ବର୍ଷ ୩୦୦ ଦିନରେ ଟେଷ୍ଟ ଖେଳିଥିଲେ। ୧୯୩୪ରେ ହ୍ୟାରି ଏଲିଅଟ ଏକ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ତାଲିକାରେ ଜୋନ ଟ୍ରାଇକୋସ ଶୀର୍ଷରେ ଅଛନ୍ତି। ସେ ୪୫ ବର୍ଷ ୩୦୦ ଦିନ ବୟସରେ ଭାରତରେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲେ।
ସୂଚନାଯୋଗ୍ୟ ଯେ, ଜେମ୍ସ ଆଣ୍ଡରସନଙ୍କ ରେକର୍ଡ ଏପର୍ଯ୍ୟନ୍ତ ଭଲ ରହିଛି। ସେ ୧୮୪ଟି ଟେଷ୍ଟ ମ୍ୟାଚରେ ୬୯୦ ଉଇକେଟ ନେଇଛନ୍ତି। ଏହି ଅବଧି ମଧ୍ୟରେ ଏକ ଇନିଂସରେ ୪୨ ରନ ଦେଇ ୭ ଉଇକେଟ୍‌ ନେବା ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟେଷ୍ଟରେ ଆଣ୍ଡରସନ ସର୍ବାଧିକ ୧୧ ଉଇକେଟ ନେଇଛନ୍ତି। ଆଣ୍ଡରସନ ତାଙ୍କ ଟେଷ୍ଟ କ୍ୟାରିୟରରେ ୭୦୦ ଉଇକେଟ ପୂରଣ କରିବାକୁ ଯାଉଛନ୍ତି। କିନ୍ତୁ ଏଥିପାଇଁ ତାଙ୍କୁ ୧୦ଟି ଉଇକେଟ ନେବାକୁ ପଡିବ। ସେ ୧୯୪ଟି ମ୍ୟାଚରେ ୨୬୯ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ...

‘ଏହି କ୍ରିକେଟର ହେବେ ଭାରତର ଆଗାମୀ ଅଧିନାୟକ’; ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୯।୧: ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା...

କୋହଲି ଆଉଟ୍‌ ହୋଇଗଲେ ମୁଁ ଖାଏନାହିଁ…ଏମିତି କହି ଫସିଲେ ନାନା ପାଟେକର

ନୂଆଦିଲ୍ଲୀ,୯।୧: ସଦ୍ୟ ସମାପ୍ତ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିଲେ। ଏହା ପରେ କୋହଲି ବାକି ଚାରୋଟି ମ୍ୟାଚରେ ବିଫଳ ହୋଇଥିଲେ।...

କୋହଲି ଅବସର ନେଲେ ଭୁଶୁଡି ପଡ଼ିବ ଟିମ୍‌ ଇଣ୍ଡିଆ: ଚାଞ୍ଚଲ୍ୟକର ଖୁଲାସା କଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ବିରାଟ କୋହଲି ଭାରତୀୟ ଦଳରୁ ବାଦ୍‌ ପଡ଼ିବେ, ସେ ଅବସର ନେବେ ଏବଂ ହୁଏତ କ୍ରିକେଟରୁ ଏକ ଛୋଟ ବିରତି ନେବେ। ଆଜିକାଲି ବିରାଟଙ୍କ...

ଆଉଜଣେ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରୁ ହଟାଇଲେ ସ୍ତ୍ରୀଙ୍କ ଫଟୋ, ପରସ୍ପରକୁ କଲେ ଅନଫଲୋ, ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୯।୧: ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟରଙ୍କ ଛାଡପତ୍ର ହୋଇଛି। ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା...

ଧନଶ୍ରୀଙ୍କ ସହ ଛାଡପତ୍ର ହେଲେ ଚହଲଙ୍କୁ ହେବ ବଡ଼ କ୍ଷତି! ଜାଣନ୍ତୁ ଦୁହିଁଙ୍କ ମଧ୍ୟରୁ ଧନୀ କିଏ

ନୂଆଦିଲ୍ଲୀ,୯।୧: ଚର୍ଚ୍ଚାରେ ଷ୍ଟାର ଦମ୍ପତି। ଭାରତୀୟ କ୍ରିକେଟ ଟିମ୍‌ର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀଙ୍କ ଛାଡପତ୍ର ନେଇ ଜୋର ଧରିଛି ଚର୍ଚ୍ଚା। ପରସ୍ପର ସୋସିଆଲ ମିଡିଆରୁ...

ଆୟକର ବିଭାଗରୁ ଦେଢ ଲକ୍ଷ ଦରମା ପାଆନ୍ତି ଚହଲ! ବିସିସିଆଇ-ଆଇପିଏଲରୁ ମିଳେ ମୋଟା ଅଙ୍କର ଦରମା

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଦଳର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଜୀବନରେ ଅସ୍ଥିରତା ଦେଖାଯାଇଛି। ଚହଲ ତାଙ୍କ ସ୍ତ୍ରୀ ଧନଶ୍ରୀଙ୍କଠାରୁ ଛାଡପତ୍ର ନେଇ ଚର୍ଚ୍ଚାରେ ଅଛନ୍ତି।...

ଛାଡପତ୍ର ଖବର ମଧ୍ୟରେ ପ୍ରଥମ ଥର ମୁହଁ ଖୋଲିଲେ ଧନଶ୍ରୀ ବର୍ମା, କହିଲେ-”ମୋ ଚରିତ୍ର…”

ନୂଆଦିଲ୍ଲୀ,୮ା୧: ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଖବର ଉପରେ ଧନଶ୍ରୀ ଧର୍ମେନ୍ଦ୍ର ଶେଷରେ ନିରବତା ଭାଙ୍ଗିଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରି ଧନଶ୍ରୀ ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri