ରଣବୀରଙ୍କ ସହ ହିଟ୍ ଯୋଡି ହେବାକୁ ଚାହୁଁଛନ୍ତି ଜାହ୍ନବି

ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବି କପୁର ଏବେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘ମିଲି’କୁ ବେଶ ଭଲ ରେସପନ୍ସ ମିଳୁଛି ନିକଟରେ ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ତାଙ୍କ ପାଇଁ ପ୍ରଶ୍ନ ଥିଲା କି ସେ ବଡ ପରଦାରେ କେଉଁ ଅଭିନେତାଙ୍କ ସହ ଅଭିନୟ କରିବାକୁ ଚାହିଁବେ । ଉତ୍ତର ଦେବାରେ ବିଳମ୍ବ ନ କରି ଅଭିନେତ୍ରୀ ଜାହ୍ନବି କହିଛନ୍ତି ରଣବୀର ସିଂ । ଏମିତିତ ତାଙ୍କ ଯୋଡି ଯେ କୌଣସି ନାୟକଙ୍କ ସହ ପସନ୍ଦ କରନ୍ତି ପ୍ରଶଂସକ । ହେଲେ ରଣବୀରଙ୍କ ସହ ବଡ ପରଦାରେ ଏକ ହିଟ୍ ଯୋଡି ହେବାକୁ ଚାହୁଁଥିବା କହିଛନ୍ତି ଜାହ୍ନବି ।
ଅଭିନେତ୍ରୀ କହିଛନ୍ତି ଥରେ ଯେତେବେଳେ ତାଙ୍କୁ ଡ୍ୟାନ୍ସ ରିହର୍ସଲ ସମୟରେ ଆଘାତ ଲାଗିଥିଲା ସେତେବେଳେ ରଣବୀର ତାଙ୍କୁ କିଛି ଉପଦେଶ ଦେଇଥିଲେ । ମୋତେ ଆଘାତ ଲାଗିବାରୁ ଏହା ରଣବୀରଙ୍କୁ ଭଲ ଲାଗି ନ ଥିଲା । ଜାହ୍ନବିଙ୍କ ଏହି ସାକ୍ଷାତ୍‌କାର ଏବେ ଭାଇରାଲ ହୋଇଛି । ତାଙ୍କ ପ୍ରଶଂସକ ବି ଚାହୁଁଛନ୍ତି ବାଜିରାଓ ଅଭିନେତାଙ୍କ ସହ ତାଙ୍କ ଯୋଡି ହିଟ୍ ହେଉ । ରଣବୀରଙ୍କ ସହ ହିଟ୍ ଯୋଡି ହେବାକୁ ଚାହୁଁଛନ୍ତି ଜାହ୍ନବି
ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବି କପୁର ଏବେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘ମିଲି’କୁ ବେଶ ଭଲ ରେସପନ୍ସ ମିଳୁଛି ନିକଟରେ ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ତାଙ୍କ ପାଇଁ ପ୍ରଶ୍ନ ଥିଲା କି ସେ ବଡ ପରଦାରେ କେଉଁ ଅଭିନେତାଙ୍କ ସହ ଅଭିନୟ କରିବାକୁ ଚାହିଁବେ । ଉତ୍ତର ଦେବାରେ ବିଳମ୍ବ ନ କରି ଅଭିନେତ୍ରୀ ଜାହ୍ନବି କହିଛନ୍ତି ରଣବୀର ସିଂ । ଏମିତିତ ତାଙ୍କ ଯୋଡି ଯେ କୌଣସି ନାୟକଙ୍କ ସହ ପସନ୍ଦ କରନ୍ତି ପ୍ରଶଂସକ । ହେଲେ ରଣବୀରଙ୍କ ସହ ବଡ ପରଦାରେ ଏକ ହିଟ୍ ଯୋଡି ହେବାକୁ ଚାହୁଁଥିବା କହିଛନ୍ତି ଜାହ୍ନବି ।
ଅଭିନେତ୍ରୀ କହିଛନ୍ତି ଥରେ ଯେତେବେଳେ ତାଙ୍କୁ ଡ୍ୟାନ୍ସ ରିହର୍ସଲ ସମୟରେ ଆଘାତ ଲାଗିଥିଲା ସେତେବେଳେ ରଣବୀର ତାଙ୍କୁ କିଛି ଉପଦେଶ ଦେଇଥିଲେ । ମୋତେ ଆଘାତ ଲାଗିବାରୁ ଏହା ରଣବୀରଙ୍କୁ ଭଲ ଲାଗି ନ ଥିଲା । ଜାହ୍ନବିଙ୍କ ଏହି ସାକ୍ଷାତ୍‌କାର ଏବେ ଭାଇରାଲ ହୋଇଛି । ତାଙ୍କ ପ୍ରଶଂସକ ବି ଚାହୁଁଛନ୍ତି ବାଜିରାଓ ଅଭିନେତାଙ୍କ ସହ ତାଙ୍କ ଯୋଡି ହିଟ୍ ହେଉ ।

Share