ଜିମ୍‌, ସୁଇମିଂପୁଲଠାରୁ ଆରମ୍ଭ କରି ମିନି ଥିଏଟର; ଦେଖନ୍ତୁ ଭିତରୁ କେତେ ଭବ୍ୟ ଅନିଲ କପୁରଙ୍କ ୨୦ କୋଟିର ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ କଳାକାରଙ୍କ ମଧ୍ୟରୁ ଅନିଲ କପୁର ଜଣେ। ଦୀର୍ଘ ୪୦ ବର୍ଷ ଧରି ସେ ସମସ୍ତଙ୍କ ମନୋରଞ୍ଜନ କରିଆସୁଛନ୍ତି। ନିଜ କ୍ୟାରିୟରରେ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ଅନିଲ ମୁମ୍ବାଇର ଆଲିଶାନ ବଙ୍ଗଳାରେ ରୁହନ୍ତି। ଆସନ୍ତୁ ଦେଖିବା ତାହା ଭିତରୁ କିଭଳି।

ବମ୍ବେର ଜୁହୁରେ ଅନିଲଙ୍କ ବଙ୍ଗଳା ରହିଛି।


ଏହି ବଙ୍ଗଳାର ମୂଲ୍ୟ ୨୦ କୋଟିରୁ ଅଧିକ ବୋଲି କୁହାଯାଏ।


ବଙ୍ଗଳାରେ ମିନି ଥିଏଟର ରହିଛି। ଏଠାରେ ପୁରା ପରିବାର ବସି ଫିଲ୍ମ ଦେଖିଥାନ୍ତି।


ଅନିଲଙ୍କ ଘରେ ଭିତରେ ସୁଇମିଂପୁଲ ଏବଂ ଜିମ୍‌ ଆଦିର ସୁବିଧା ରହିଛି।


ଅନିଲଙ୍କ ସ୍ତ୍ରୀ ସୁନିତା ଘରର ଇଣ୍ଟେରିୟର ପାଇଁ ଡିଜାଇନ୍‌ କରିଛନ୍ତି।


ଅନିଲଙ୍କ ଘରେ ଏକ ବଡ଼ ଲାଇବ୍ରେରୀ ରହିଛି, ଯେଉଁଠି ଅନିଲ ଅଧିକ ସମୟ ବିତାଇଥାନ୍ତି।

Share