ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

ଦିଗପହଣ୍ଡି,୩୧ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଡିନଡ଼ା ଗ୍ରାମ ସ୍ଥିତ ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଭାକର ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ସହକାରୀ ଶିକ୍ଷକ ବି.ବନମାଳୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟଅତିଥି, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟବକ୍ତା ଏବଂ ସରପଞ୍ଚ ଗୀତାଞ୍ଜଳି ବେହେରା, ସମିତିସଭ୍ୟା ତମାଳ ନାଇକ, ସାମାଜିକ କର୍ମୀ ଉମାକାନ୍ତ ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ମିଶ୍ର, ହାଇସ୍କୁଲ ପରିଚାଳନା କମିଟି ସଭାପତି କାଳୁ ସ୍ବାଇଁ, ପୂର୍ବତନ ସଭାପତି ରାଜେନ୍ଦ୍ର ସ୍ବାଇଁ, ସିଆରସିସି ଅଳକା କୁମାରୀ ପ୍ରଧାନ, ନାଏବ ସରପ ରାଜେନ୍ଦ୍ର ଗୌଡ, ୱାର୍ଡ ସଭ୍ୟ କୁନା ସ୍ବାଇଁ, ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ, ଶଙ୍କର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି, ୨ା୩(ନୃସିଂହ ଚରଣ ମହାନ୍ତି)- ଛତିଶଗଡ ସୁକ୍‌ମା ଜିଲାରେ ତଲାସି ବେଳେ ଏକ ଆଇଇଡି ବୋମାକୁ ରବିବାର ଠାବକରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୁକୁମା ଜିଲା...

ଗୋଟିଏ ଦିନରେ ଦୁଇ ଦୁଇ ଥର ଅଘଟଣ: ପାରଳାଖେମୁଣ୍ଡି ଷ୍ଟେଶନ ପଡି ପୁଣି ଆଉଜଣେ ଯୁବକ ମୃତ

ପାରଳାଖେମୁଣ୍ଡି,୨ା୩(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ଟ୍ରେନଲାଇନରେ ପଡି ପୁଣି ଆଉଜଣେ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଜଣକ ଜେ. ବାଳକୃଷ୍ଣ । ସେ ଆନ୍ଧ୍ରପ୍ରଦେଶର...

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହେଲା ନିଷ୍ଠା ପରିବାର

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଗତ ଜାନୁୟାରୀ ୧ତାରିଖରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫୧ଦିନ ଧରି...

ଏସ୍‌ପିଙ୍କ ବାସଭବନ ଆଗରେ ବୃଦ୍ଧଙ୍କୁ ହତ୍ୟା

ନୂଆପଡ଼ା,୨ା୩(ମକାରୁ ବେମାଲ): ନୂଆପଡ଼ା ସଦର ମହକୁମାସ୍ଥିତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ସମ୍ମୁଖରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ବିଜ୍ଞାପିତ ଅଞ୍ଚଳ...

ବିବାହ କାର୍ଯ୍ୟରେ ଯୋଗଦେବାକୁ ବାଇକ୍‌ରେ ଯାଉଥିଲେ: ଧକ୍କାଦେଲା ଅଟୋ, ଆଉ ତା’ପରେ…

କୋକସରା,୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଆମପାଣି ଥାନା ଭୁର୍ଷାଗୁଡାରୁ କୁଳେରଗୁଡା ରାସ୍ତା ମଝିରେ...

ଜୀରାନଦୀ ଗୋଲ ଟେବୁଲ ବୈଠକ: ନଦୀକୁ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମଣରୁ ମୁକ୍ତ କରିବାକୁ ଆହ୍ବାନ

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରାନଦୀ ଅସ୍ତିତ୍ୱ ହଜାଇ ବସିଛି। ଜମି ଓ ବାଲି ମାଫିଆମାନେ ଏହି ନଦୀକୁ ମାଡି ବସିଛନ୍ତି।...

ସୋମବାର ଏଲ୍‌ଆଇ, ଫରେଷ୍ଟର ଶାରୀରିକ ଚୟନ ପରୀକ୍ଷା

ଛତ୍ରପୁର,୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ଠାରେ ଓଡିଶା ସବ୍‌ଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଲାଇଭଷ୍ଟକ ଇନ୍ସପେକ୍ଟର(ଏଲ୍‌ଆଇ), ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଚାକିରି...

ଜୁଆଙ୍ଗଙ୍କ ଦୁର୍ଦ୍ଦଶା ଉପରେ ସବିଶେଷ ରିପୋର୍ଟ ମାଗିଲେ NHRC

କେନ୍ଦୁଝର,୨ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ (NHRC) ଏକ ମାମଲାର ବିଚାର କରି ପୁରାତନ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image