Categories: ବାଣିଜ୍ୟ

ଡବ୍ଲ୍ୟୁଇର ଚତୁର୍ଥ ସଂସ୍କରଣ ଘୋଷଣା

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ସ୍ତରର ଏଡ୍‌ଟେକ କମ୍ପାନୀ ଏବଂ ଟ୍ୟାଲେଣ୍ଟ ସ୍ପିରିଟ ତାହାର ଓମେନ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି। ଗୁଗଲ ତା’ର ନିର୍ଦ୍ଦିଷ୍ଟ ଦୃଷ୍ଟିବଦ୍ଧ ପ୍ରୟାସଗୁଡିକ ଜରିଆରେ ବହୁବିଧ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ଉତ୍ସାହିତ, ସମର୍ଥ ଏବଂ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଆଧାରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ଦିନଠାରୁ ଏହାକୁ ସମର୍ଥନ ଦେଇଆସୁଛି। ଡବ୍ଲ୍ୟୁଇର ମୁଖ୍ୟ ଲକ୍ଷ୍ୟ ହେଉଛି ଔଦ୍ୟୋଗିକତାକୁ ସମର୍ଥ କରାଇବା ଏବଂ ବିବିଧ ସାମାଜିକ, ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ଆକାଂକ୍ଷୀ ଛାତ୍ରୀମାନଙ୍କୁ ଉଚ୍ଚ ଅଭିବୃଦ୍ଧି ଭିତ୍ତିକ ବୈଷୟିକ କ୍ୟାରିୟର ପାଇଁ ପ୍ରସ୍ତୁତ କରିବା।

Share