ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଶନିବାର ୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଥିବା ବେଳେ ଖୋର୍ଦ୍ଧାର ୪୫, ବାଲେଶ୍ୱରର ୩୧, ଗଜପତି ୧୨, ଭଦ୍ରକର ୧୦, ଜଗତସିଂହପୁର ୬, ଝାରସୁଗୁଡ଼ାର ୬, କେନ୍ଦ୍ରାପଡ଼ା-ପୁରୀର ୫ ଲେଖାଏ, ସୁନ୍ଦରଗଡ଼ର ୪, ବଲାଙ୍ଗୀର-କେନ୍ଦୁଝରର ୩, କଟକର ୨, ଅନୁଗୋଳ-ଯାଜପୁର-କନ୍ଧମାଳ-ମୟୂରଭଞ୍ଜର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪,୬୦୬କୁ ବୃଦ୍ଧି ପାଇଥିବା ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
Another 184 #COVID19 patients have recovered and are being discharged on 27.6.2020.
48 from Ganjam
45 from Khurdha
31 from Balasore
12 from Gajapati
10 from Bhadrak
6 from Jagatsinghpur
6 from Jharsuguda
5 each from Kendrapara & Puri
4 from Sundergarh
(1/2)— H & FW Dept Odisha (@HFWOdisha) June 27, 2020