ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ: ୧୦୦ ମୃତ, ୧୫୮ ଆହତ

ଜେରୁଜେଲମ୍‌,୩୦ା୧୨: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଅକ୍ଟୋବରରୁ ଜାରି ରହିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଥମିବାର ନାଁ ନେଉନି। ଇସ୍ରାଏଲ ଗାଜାରେ ବହୁତ କ୍ଷତି ଘଟାଇ ଚାଲିଛି। ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଗାଜାରେ ପୁଣି ଆକ୍ରମଣ କରିଛି। ଫଳରେ ୧୦୦ ଫିଲିପାଇନ୍ସଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୮ ଆହତ ହୋଇଛନ୍ତି। ଗାଜାରେ ଥରେ ଆଂଶିକ ଯୁଦ୍ଧ ବନ୍ଦ ପରେ ମଧ୍ୟ ଏହି ସଂଘର୍ଷ ଜାରି ରହିଛି।

Share