Categories: ଜାତୀୟ

ଆଫ୍ରିକୀୟ ଚିତା ସୁରଜ ମୃତ, ୪ମାସରେ ଗଲାଣି ୮ଟି ଚିତାର ଜୀବନ

ଭୋପାଳ,୧୪।୭: ମଧ୍ୟପ୍ରଦେଶର କୁନୋ ନାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ହୋଇଛି। ଗତ ଚାରି ମାସ ମଧ୍ୟରେ ଏହାକୁ ମିଶାଇ ୮ଟି ଚିତାଙ୍କର ଜୀବନ ଯାଇଛି। ଶୁକ୍ରବାର ସକାଳେ ନାଶନାଲ ପାର୍କରେ ଆଫ୍ରିକୀୟ ଚିତା ସୁରଜର ମୃତଦେହ ମିଳିଛି। ସୁରଜର ମୃତର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

Share