ତୈଳବାହୀ ଜାହାଜ ଉପରେ ପୁଣି ହୋଉଥି ଆକ୍ରମଣ: ଭାରତୀୟ ନୌସେନା ନେଲା କଡ଼ା ପଦକ୍ଷେପ…

ପ୍ରୟାଗରାଜ,୨୭।୧ : ଆଦନ ଗଲ୍ଫରେ ବ୍ରିଟିଶ ଚୈଳ ଟ୍ୟାଙ୍କର ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନିକାଣ୍ଡ ପରେ ଭାରତୀୟ ନୌସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୌସନା ଶନିବାର କହିଛି ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନି ନିର୍ବାପକ କାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ଟିମ ନିୟୋଜିତ କରାଯାଇଛି। ଜାହାଜରେ ୨୨ ଜଣ ଭାରତୀୟ ଏବଂ ଜଣେ ବାଂଲାଦେଶୀ କ୍ରୁ ସଦସ୍ୟ ଅଛନ୍ତି।

ଖବର ଅନୁଯାୟୀ ୟେମେନର ହୋଉଥ ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ବ୍ରିଟିଶ ତୈଳ ଟ୍ୟାଙ୍କରର ଅପରେଟର କହିଛନ୍ତି ଜାହାଜଟି ଲୋହିତ ସାଗର ପାର ହେବା ପରେ ଆଦନ ଗଲ୍ଫରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି।

ଭାରତୀୟ ନୌସେନା ମୁଖପାତ୍ରଙ୍କ କହିବାନୁସାରେ, ଏମ.ଭି ମାର୍ଲିନ ଲୁଆଣ୍ଡାର ଅନୁରୋଧ କ୍ରମେ ସହାୟତା ପାଇଁ ଆଇଏନଏସ ବିଶାଖାପଟ୍ଟନମ ନିୟୋଜିତ ହୋଇଛି।

ଭାରତୀୟ ନୌସେନା କହିଛି ଏମଭି (ବଣିକ ଜାହାଜ) ଏବଂ ସମୁଦ୍ରରେ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏହା ଦୃଢ଼ ପ୍ରତିଶ୍ରୁତିବଦ୍ଧ। ସମ୍ପ୍ରତି ବାଣିଜି୍ୟକ ଜାହାଜ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ମଧ୍ୟ ସତର୍କ ହୋଇଛି। ଏହା ଆରବ ସାଗର ଏବଂ ଆଦନ ଗଲ୍ଫରେ ଫ୍ରଣ୍ଟଲାଇନ ବିନାଶକାରୀ ଏବଂ ଫ୍ରିଗେଟ ନିୟୋଜିତ କରି ଏହାର ସର୍ଭେଲ୍‌ାନ୍ସକୁ ଯଥେଷ୍ଟ ବୃଦ୍ଧି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ବ୍ରିକ୍ସରେ ଆତଙ୍କବାଦ ଉପରେ ମୋଦିଙ୍କ ପ୍ରହାର! ଚାଇନା-ରୁଷିଆ ସାମ୍ନାରେ କହିଲେ ଡବଲ ଷ୍ଟାଣ୍ଡାର୍ଡର…

କଜାନ,୨୩।୧୦: ଅକ୍ଟୋବର ୨୩ ଅର୍ଥାତ୍‌ ବୁଧବାର ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଯୁଦ୍ଧକୁ ସମର୍ଥନ କରେ ନାହିଁ,...

McDonald ବର୍ଗର ଖାଇ ଜଣେ ମୃତ, ଅନେକେ ଅସୁସ୍ଥ! ଏହି ଫୁଡ ଆଇଟମ ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୨୩।୧୦: ଆମେରିକାରେ, ପ୍ରସିଦ୍ଧ ଫୁଡ ଚେନ ମ୍ୟାକଡୋନାଲ୍ଡରୁ ବର୍ଗର ଖାଇବା ପରେ ଲୋକେ ଅସୁସ୍ଥ ହୋଇପଡିଥିବା ଏକ ମାମଲା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ,...

ସୃଷ୍ଟି ହେଲା ଆଉ ଏକ ବାତ୍ୟା! ବିଶେଷଜ୍ଞ ତାଜୁବ…

ବାହାମାସ,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ...

ମୋଦି, ପୁଟିନ, ଜିନପିଙ୍ଗଙ୍କ ଫଟୋ ହେଲା ଭାଇରାଲ, ବଢିଲା ଆମେରିକାର ଚିନ୍ତା

ମସ୍କୋ,୨୩।୧୦: ରୁଷିଆର କଜାନରେ ଆୟୋଜିତ ୧୬ତମ ବ୍ରିକ୍ସ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି...

ଡଲାର, ଏସ୍‌ଡବ୍ଲ୍ୟୁଆଇଏଫ୍‌ଟିରୁ ନିର୍ଭରଶୀଳତା ହ୍ରାସ ଲକ୍ଷ୍ୟ

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ମଙ୍ଗଳବାରଠାରୁ ୩ ଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଉକ୍ତ ସମିଟ୍‌ର ଆୟୋଜନ କରୁଥିବାବେଳେ...

ଦିନକୁ ୮,୦୦୦,୦୦,୦୦ ଟଙ୍କା ବାଣ୍ଟୁଛନ୍ତି ଏଲୋନ ମସ୍କ; ଏହି ସର୍ତ୍ତକୁ ପୂରଣ କଲେ ହୋଇଯିବେ କୋଟିପତି…

ଲଣ୍ଡନ,୨୨।୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସ୍‌ଲା ଏବଂ ସ୍ପେସ୍‌ ଏକ୍ସ ମାଲିକ ଏଲୋନ ମସ୍କ ଏଭଳି ଏକ ଘୋଷଣା କରିଛନ୍ତି, ଯାହାକି କୋଟିପତି ହେବାର...

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri