ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ,  ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ରାଇକିଆ,୩୦।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା  ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ଦ୍ୱାରା ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ କରଯାଇଛି।  ଭିନ୍ନକ୍ଷମ ଓ ଅସହାୟ ଅବସ୍ଥାଦ୍‌ରେ ଥିବା ପରିବାର ଓ ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ଚୟନ କରି ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଅଛି ।
ଏହି ପରିପ୍ରେକ୍ଷୀରେ ରାଇକିଆ ବ୍ଲକରୁ ୧୦୩ ଜଣଙ୍କୁ ଏହି  ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି ।  କାର୍ଯ୍ୟକ୍ରମରେ ଏମ୍‌ପି ପ୍ରତିନିଧି ସନ୍ତୋଷ ଲେଙ୍କା, ବିଧାୟକ ପ୍ରତିନିଧି ତାରିଣୀ ପରିଛା, ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ବିଡିଓ ସବ୍ୟସାଚୀ ସାହୁ, ତହସିଲଦାର ବରିୟାଲ ମୁର୍ମୁ, ଭାଜପା ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଏବିଡିଓ ଦିବ୍ୟସିଂହ କହଁର, ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ, ଓଏଲଏମ ବିପିଏମ ଜୟଦେବ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଅଣ୍ଡାର ଦାମ୍‌ କରିଦେବ…

ଡାକ୍ତର କହନ୍ତି ‘ସଣ୍ଡେ ହୋ ୟା ମଣ୍ଡେ ରୋଜ୍‌ ଖାଓ ଅଣ୍ଡେ’। ତେଣୁ ଅନେକେ ନିଜର ପ୍ରତିଦିନର ଡାଏଟ୍‌ରେ ଅଣ୍ଡା ସାମିଲ କରିଥାନ୍ତି। ହେଲେଏମିତି ଏକ...

ମୁଖ୍ୟମନ୍ତ୍ରୀ ଆମକୁ ଲଲିପପ୍‌ ଧରେଇ ଦେଇଛନ୍ତି: ଗର୍ଜିଲେ ଶିକ୍ଷକ

କୋଲକାତା,୭।୨: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ମମତା ସରକାର ଫସିଯାଇଛନ୍ତି। ଏହି ଠକେଇ ଯୋଗୁ ଚାକିରି ହରାଇଥିବା ଶିକ୍ଷକମାନେ ସୋମବାର କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା...

ଭାଜପା ବିଜେଡିକୁ ଟାର୍ଗେଟ କଲେ ସୋଫିଆ, ଖୋଲିଦେଲେ ରାଜ୍ୟ ବିକାଶ ନ ହେବାର ବଡ଼ କାରଣ 

ଭୁବନେଶ୍ୱର,୭।୪ : କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ଭାଜପା ବିଜେଡିକୁ ଟାର୍ଗେଟ   କରିଛନ୍ତି।  ସେ କହିଛନ୍ତି, ମହିଳାଙ୍କୁ ସବୁବେଳେ ଭୋଟ ବ୍ୟାଙ୍କ ହିସାବରେ ଦେଖାଯାଉଛି। ଭୋଟ...

ଅକାଳରେ ଚାଲିଗଲା ୨ ଜୀବନ: ପୋଲିସ ତଦନ୍ତ ଜାରି

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗିର ଦୀପକ ଭୋଳଙ୍କ ମୃତଦେହ ରବିବାର ଏକ କାଜୁ ବଗିଚାରୁ ମିଳିଥିଲା। ସେହିଭଳି ତାରସିଂ ଥାନା...

ନବୀନ ନିବାସରେ ଶୁଭିଲା ପାଣ୍ଡିଆନ ଗୋ ବ୍ୟାକ ନାରା: ଗର୍ଜିଲେ ମୁନ୍ନାଙ୍କ ସମର୍ଥକ

ଭୁବନେଶ୍ୱର,୭।୪: ୱକ୍‌ଫ ବିଲ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ତୁମ୍ବିତୋଫାନ । ବିଜେଡି ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା...

‘ଆମ ସଂସ୍କୃତି,ଆମ ଖେଳନା’ କାର୍ଯ୍ୟକ୍ରମ ଅନୁଷ୍ଠିତ: କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର

ତୁମୁଡିବନ୍ଧ,୭।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସମୋବାର ପୂର୍ବାହ୍ନରେ ଆମ ସଂସ୍କୃତି ଆମ ଖେଳନା...

କୋଦଳାରେ ଅଘଟଣ: ପୋଖରୀରେ ଚାଲିଗଲା ଜଣଙ୍କ ଜୀବନ

ବେଗୁନିଆପଡା,୭।୪(ସୁଶାନ୍ତ କୁମାର ପଟ୍ଟନାୟକ):ଗଞ୍ଜାମ କୋଦଳାରେ ଅଘଟଣ। ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ମୃତକ ଜଣକ ହେଲେ କୋଦଳା ବାଇଗଣୀଆ ସାହିର ୪୦ ବର୍ଷୀୟ...

ସ୍ତ୍ରୀ, ପୁଅ ସମେତ ୩ ଜଣଙ୍କୁ ଗୁଳି କଲେ ବ୍ୟକ୍ତି, ପଛରେ ଥିଲା ଏମିତି କାରଣ

ଢେଙ୍କାନାଳ,୭ା୪: ଶନିବାର ଢେଙ୍କାନାଳରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଉପୁଜିଥିବା ହିଂସାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲାର ତାଳବରକୋଟ ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image