‘ଖବର କାଗଜ କଥା ମନକୁ ଆସିଲେ ସବୁବେଳେ ଆଗରେ ଥାଏ ଧରିତ୍ରୀ’ ବୋଲି କହି ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଅଭିନେତ୍ରୀ ଅନୁ ଚୌଧୁରୀ