ବେଷ୍ଟଫ୍ରେଣ୍ଡ୍‌ ହୋଇପାରନ୍ତି ଧୋନୀ-କୋହଲିଙ୍କ ଝିଅ

ପୁରୁଣା ବନ୍ଧୁ ଏବଂ ସମ୍ପର୍କ କେବେବି ଭୁଲିହୁଏ ନାହିଁ। ଏମିତି ସମ୍ପର୍କ ଭାରତର ଏବେକାର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ରହିଛି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ, କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଗୋଟିଏ ସ୍କୁଲରେ ଗୋଟିଏ କ୍ଲାସ୍‌ରେ ପାଠ ପଢ଼ୁଥିଲେ। ଆଗାମୀ ଦିନରେ ଉଭୟଙ୍କ ଝିଅ ବଡ଼ ହେଲେ ବେଷ୍ଟଫ୍ରେଣ୍ଡ ହେବେ କହିଲେ ଆଲୋଚନା ହେଉଛି। କାରଣ ପ୍ରାୟ ସମସ୍ତ କ୍ରିକେଟରଙ୍କ ପରିବାର ପରସ୍ପରର ଅତି ନିକଟତର। ବିଶେଷକରି ଆଇପିଏଲ୍‌ ସମୟରେ ସମସ୍ତେ ଏକାଠି ଦେଖାଯାଆନ୍ତି।
ତେବେ ଅନୁଷ୍କା ଏବଂ ସାକ୍ଷୀଙ୍କ ମଧ୍ୟରେ ଅନେକ ଜିନିଷରେ ସମାନତା ରହିଛି। ଉଭୟଙ୍କ ସ୍ବାମୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରହିଛନ୍ତି। ଉଭୟଙ୍କର କନ୍ୟା ସନ୍ତାନର ମା’ ଅଟନ୍ତି। ଉଭୟଙ୍କ ମଧ୍ୟରେ ଆଉ ଏକ ସମାନତା ହେଉଛି ସେମାନେ ସହପାଠୀ ଥିଲେ। ଅନେକ ବର୍ଷ ପୂର୍ବେ ଅନୁଷ୍କା, ସାକ୍ଷୀ ଆସାମର ଏକ ଛୋଟ ସହରରେ ରହୁଥିଲେ। ସେତେବେଳେ ଉଭୟ ଗୋଟିଏ ଶ୍ରେଣୀରେ ପାଠ ପଢ଼ୁଥିଲେ। ଏକ ସାକ୍ଷାତକାରରେ ଅନୁଷ୍କା ଏହା କହିଥିଲେ। ଉଭୟଙ୍କର ପିଲାଦିନର ଏକ ଫଟୋ ଦେଖିଲେ ସେମାନଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯିବ। ମାତ୍ର ସେତେବେଳେ ସେମାନେ ଭଲ ବନ୍ଧୁ ନ ଥିଲେ। ମାତ୍ର ପରେ ହେଲେ। ଆଗାମୀ ଦିନରେ ଉଭୟଙ୍କ ଝିଅ ଭଲ ବନ୍ଧୁ ହେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ଭଳି ଫିଟ୍‌ନେସ୍‌ ଚାହୁଁଛନ୍ତି କି? ପ୍ରତିଦିନ କରନ୍ତୁ ଏହି କାମ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ ବ୍ୟତୀତ ଫିଟ୍‌ନେସ୍‌ ପାଇଁ ଖବରରେ ରହିଥାନ୍ତି। ସେଥିପାଇଁ ସେ ହଲିଉଡର ସବୁଠାରୁ ବଡ଼ ଷ୍ଟଣ୍ଟ ନିଜେ କରନ୍ତି।...

ଏନ୍‌ସିଡବ୍ଲ୍ୟୁକୁ କ୍ଷମା ମାଗିଲେ ଆଲ୍ଲାହାବାଦିଆ

ନୂଆଦିଲ୍ଲୀ, ୮।୩ (ପି.ଟି.): ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ ଓ...

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ

ଭୁବନେଶ୍ଵର, ୮/୩: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ଯେଉଁ ଅନୁମାନ...

IND vs NZ Final: ପିଚ୍‌କୁ ନେଇ ଆସିଲା ବଡ଼ ଖବର, ହୋଇଗଲା ବଡ଼ ଓଲଟପାଲଟ…

ଦୁବାଇ,୭।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଖେଳାଳି ଏବଂ ଦଳଗୁଡ଼ିକର ପ୍ରଦର୍ଶନ ଅପେକ୍ଷା, ଭାରତକୁ କେବଳ ଦୁବାଇରେ ସମସ୍ତ ମ୍ୟାଚ ଖେଳିବାର ସୁବିଧା ମିଳିଥିବା ବିଷୟରେ ଅଧିକ...

ଅଭିନେତ୍ରୀଙ୍କ ପରଲୋକ ଖବର ମିଥ୍ୟା, ଅସନ୍ତୋଷ ବ୍ୟକ୍ତ କଲେ ପୁଅ

ମୁମ୍ବାଇ: ବଲିଉଡ୍‌ର ଆଇକନ୍‌ ବୈଜୟନ୍ତୀ ମାଲାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥିଲେ। କାରଣ ଏହି ଖବର ସିନେମାପ୍ରେମୀଙ୍କ ସହ ଭାରତନାଟ୍ୟମ...

ବରୁଣ ଆମ ପାଇଁ ବଡ଼ ବିପଦ ସାଜିପାରନ୍ତି: ନ୍ୟୁଜିଲାଣ୍ଡ କୋଚ

ଦୁବାଇ, ୭ା୩: ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ କୋଚ ଗ୍ୟାରୀ ଷ୍ଟିଡଙ୍କ ମତରେ ଆସନ୍ତା ରବିବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବରୁଣ...

Champions Trophy 2025 : ଟସ୍‌ ଜିତିଲେ ମ୍ୟାଚ୍‌ ହାରିବ ଟିମ୍‌ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ

ଦୁବାଇ,୭।୩: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ ଖେଳାଯିବ । ଦୁବାଇ ଇଣ୍ଟରନାଶନଲ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି...

ଫାଇନାଲ ରାଉଣ୍ଡରେ ଅରବିନ୍ଦ

ପ୍ରାଗ୍‌(ଚେକ୍‌ ରିପବ୍ଲିକ), ୭ା୩: ଭାରତୀୟ ଗ୍ରାଣ୍ଡମାଷ୍ଟର ଅରବିନ୍ଦ ଚିଦାମ୍ବରମ ପ୍ରାଗ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟର ରାଉଣ୍ଡରେ ଚେକ୍‌ ରିପବ୍ଲିକର ଡେଭିଡ ନାଭାରାଙ୍କ ସହ ତାଙ୍କ ଗେମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image