ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି, ବ୍ୟକ୍ତିଗତ ସଚିବ ହେଲେ…

ଭୁବନେଶ୍ୱର,୧୯।୬: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି କରାଯାଇଛି।

ସେହିପରି ବିନୋଦ ବିହାରୀ ସିଂହଙ୍କୁ ଯୋଜନା ଓ ସଂଯୋଜନା ବିଭଗର ଅନୁସଚିବ ଭାବେ ନିଯୁକ୍ତି କରାଯାଇଛି।

Share