ଭୁବନେଶ୍ୱର,୭।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାରେ ଜଡିତ ଥିବା ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ। ଜିଲା ଜଜ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଖଗେଶ୍ୱର ଜାନୁୟାରୀ ୨୪ରେ ଜାମିନ ଆବେଦନ କରିଥିଲେ।
ଅନ୍ୟପଟେ, ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ଜାମିନ ଆବେଦନ କରିଛନ୍ତିି।