ଘର ଭିତରେ ଓଦା ଲୁଗାପଟା ଶୁଖାଉଛନ୍ତି କି? ହୋଇପାରେ କ୍ଷତିକାରକ

ପାଗ ଖରାପ ହେଲେ, ଲୋକମାନେ ପ୍ରାୟତଃ ଘର ଭିତରେ Dry Clothes ଶୁଖାଇଥାନ୍ତି। ବିଶେଷକରି ବର୍ଷା କିମ୍ବା ଥଣ୍ଡା ପାଗରେ, ଲୋକମାନେ ପ୍ରାୟତଃ ଘରେ ପୋଷାକ ଶୁଖାଇଥାନ୍ତି। ତଥାପି, ପୋଷାକ ଶୁଖାଇବା ସମୟରେ, ବିଶେଷ ଧ୍ୟାନ ଦିଅନ୍ତୁ ଯେ ପୋଷାକରେ ଅଧିକ ଆର୍ଦ୍ରତା ନ ରହେ। କାରଣ ପୋଷାକ ବେଶୀ ସମୟ ଓଦା ରହିଲେ ଜୀବାଣୁ ସୃଷ୍ଟି ହୋଇପାରେ। ପୋଷାକ ଶୁଖାଇବା ସମୟରେ ବିଶେଷ ଜିନିଷଗୁଡ଼ିକର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ।

Dry Clothes ଘର ଭିତରେ କପଡା ଶୁଖାଇବା ସମୟରେ ଏହି ଜିନିଷଗୁଡ଼ିକର ବିଶେଷ ଧ୍ୟାନ ଦିଅନ୍ତୁ
ଘର ଭିତରେ ବାୟୁ ଚଳାଚଳ ଅତ୍ୟନ୍ତ ଜରୁରୀ:
ଯଦି କୋଠରୀ କିମ୍ବା ଘର ଭିତରେ ଠିକ ଭାବରେ ପବନ ଚଳାଚଳ ହୁଏ, ତେବେ ପୋଷାକ ଠିକ ଭାବରେ ଶୁଖିଯିବ। ଏଥିରେ ଜୀବାଣୁ ବଢ଼ିବାର ଭୟ ରହିବ ନାହଁ। କପଡ଼ା ଓଦା ନ ରହିବା ପାଇଁ ଝରକା ଏବଂ କବାଟ ଖୋଲନ୍ତୁ।

ଡିହ୍ୟୁମିଡିଫାୟର୍‌ ବ୍ୟବହାର କରନ୍ତୁ:
ପୋଷାକ ଶୁଖାଇବା ସମୟରେ ଡିହ୍ୟୁମିଡିଫାୟର୍‌ ଆର୍ଦ୍ରତା ସ୍ତରକୁ ରୋକିବାରେ ସାହାଯ୍ୟ କରିପାରେ।

ଏକ ଭଲ ବାୟୁ ଚଳାଚଳ କରୁଥିବା କୋଠରୀ ବାଛନ୍ତୁ:
କପଡା ଶୁଖାଇବା ପାଇଁ, ପବନ ୁଳଚଳ କରୁଥିବା ଏକ କୋଠରୀ ବାଛନ୍ତୁ। ଯେପରି ଫ୍ୟାନ ଥିବା କୋଠରୀ।

ଶୁଖାଇବା ପାଇଁ ୟାର୍କ
ଓଦା ପୋଷାକ ଶୁଖାଇବା ର଼୍ୟାକ କିମ୍ବା ଦଉଡିି ବ୍ୟବହାର କରନ୍ତୁ।ଯାହାଦ୍ୱାରା ସେସବୁ ଶୀଘ୍ର ଶୁଖିଯିବ।

ପୋଷାକକୁ ଭଲ ଭାବରେ ଚୁପୁଡନ୍ତୁ
ପୋଷାକକୁ ଶୁଖାଇବା ପୂର୍ବରୁ ସେଥିରୁ ଯଥାସମ୍ଭବ ଚିପୁଡି ପାଣି ବାହାର କରି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image