Categories: Video

ଆପଣ ଏହି ଚିକେନ ଖାଉଛନ୍ତି କି? | Health Tips | Chicken

ଚିକେନ ଚର୍ମରେ ପ୍ରଚୁର ଚର୍ବି ଥାଏ, ତେଣୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ ଚିକେନକୁ ଚର୍ମ ସହିତ ଖାଇବା, ନା ଚର୍ମ ବିନା ଖାଇବା ଉଚିତ । ଆଜିର ଭିଡ଼ିଓରେ ଜାଣିବା ଚିକେନ କେତେ ଫ୍ୟାଟ ରହିଛି ଏବଂ ଏହାକୁ କିପରି ଖାଇବା ଶରୀର ପାଇଁ ଲାଭଦାୟକ ।