Categories: ଖେଳ

୧୪ରେ ଆର୍ଜେଣ୍ଟିନା-କ୍ରୋଏସିଆ ସେମିଫାଇନାଲ

ଦୋହା,୧୦।୧୨: ଚଳିତ ଫିଫା ବିଶ୍ୱକପର ସେମିଫାଇନାଲରେ କ୍ରୋଏସିଆକୁ ଭେଟିବ ଆର୍ଜେଣ୍ଟିନା। ଶୁକ୍ରବାର ଖେଳାଯାଇଥିବା ୨ଟିଯାକ କ୍ୱାର୍ଟର ଫାଇନାଲ ପେନାଲ୍ଟି ଶୁଟ୍‌ ଆଉଟରେ ମୀମାଂସା ହୋଇଥିଲା। ବ୍ରାଜିଲକୁ କ୍ରୋଏସିଆ ୪-୨ ଗୋଲରେ ହରାଇଥିବା ବେଳେ ଆର୍ଜେଣ୍ଟିନା ୪-୩ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ୧୪ ତାରିଖରେ ଏହି ମ୍ୟାଚ ଖେଳାଯିବ।

Share