Posted inଜାତୀୟ

ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କଲେ ଅମିତ ଶାହା

ନୂଆଦିଲ୍ଲୀ, ୪।୧୧: ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମାଲିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା। ଏକ ଟୁଇଟ୍‌ରେ ଶାହା କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ସହିତ ଏହି କାର୍ଯ୍ୟକୁ ତୁଳନା କରି ସେ କହିଛନ୍ତି ରିପବ୍ଲିକ ଟିଭି ଏବଂ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ରାଜ୍ୟ କ୍ଷମତାର ଅପବ୍ୟବହାର ହେଉଛି। ବ୍ୟକ୍ତିଗତ ସ୍ବାଧୀନତା ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ। ଏହା ଆମକୁ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇଥାଏ। ମୁକ୍ତ ଗଣମାଧ୍ୟମ ଉପରେ ହୋଇଥିବା ଏହି ଆକ୍ରମଣକୁ ସର୍ବଦା ନିନ୍ଦା କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅର୍ନବଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ବିନା ନୋଟିସରେ ତାଙ୍କୁ ବାସଭବନରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ ମିନିଟ Vs ୧୫ ସେକେଣ୍ଡ, ମହାରାଷ୍ଟ୍ର ରାଜନୀତିରେ ଟାଇମିଂର ଏଣ୍ଟ୍ରି

ମୁମ୍ବାଇ,୭।୧୧: ମହାରାଷ୍ଟ୍ରରେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ବାତାବରଣ ଗରମ ହେବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ଟାଇମିଂର ଏଣ୍ଟ୍ରି ହୋଇଛି। ଏଆଇଏମଆଇଏମ ନେତା ତଥା...

ଚାହୁଁ ଚାହୁଁ ମରିଗଲେ ୭୦୦ ପକ୍ଷୀ!

ଜୟପୁର,୭।୧୧: ରାଜସ୍ଥାନରେ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି କରିଥିବା ମହାମାରୀ ପୁଣି ଥରେ ଫେରି ଆସିଛି। ପ୍ରାୟ ୪ ବର୍ଷ ପରେ ପୁଣି ଥରେ ସାମ୍ଭର...

ମୁଥ ମରାମରି ହେଲେ ସାଧୁସନ୍ଥ: ପରସ୍ପର ଉପରେ ଚାପୁଡ଼ା ବର୍ଷା

ପ୍ରୟାଗରାଜ,୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାକୁ ନେଇ ବସିଥିବା ଆଖଡା ବୈଠକରେ ମାରପିଟ୍‌ ହୋଇଛି। ସାଧୁ ଓ ସନ୍ଥଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଆଖଡା...

ଆମାଜାନ ଏବଂ ଫ୍ଲିପକାର୍ଟ ଭେଣ୍ଡର୍ସଙ୍କ ଉପରେ ଚଢ଼ାଉ କଲା ED, ଏକକାଳୀନ ୧୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୭ା୧୧: ଆମାଜନ ଏବଂ ଫ୍ଲିପକାର୍ଟ ପରି ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ସହିତ ଜଡିତ କିଛି ବିକ୍ରେତାଙ୍କ ଉପରେ ଇଡି ଚଢ଼ାଉ କରିଛି। ଏହି ଚଢ଼ାଉ ଦେଶର...

ଯାହାଙ୍କୁ ଇତିହାସ ଜଣାନାହିଁ, ସେ…, ଜମ୍ମୁ-କଶ୍ମୀରକୁ ନେଇ କଂଗ୍ରେସକୁ ସ୍ମୃତିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଏମପି ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗଟେ କରିଛନ୍ତି। ଜମ୍ମୁ କଶ୍ମୀରରେ ଧାରା ୩୭୦ର ପୁନରୁଦ୍ଧାରକୁ...

ପ୍ରମୋଶନ ସମସ୍ତଙ୍କୁ ଦରକାର: ମନ କଥା ଖୋଲି କହିଦେଲେ ଅଜିତ ପାଓ୍ବାର

ପୁଣେ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହି କ୍ରମରେ ଏନସିପି ନେତା ଅଜିତ ପାୱାର ଏକ ସାକ୍ଷାତକାରରେ ଏମିତି...

୨୦୧୪ରୁ ବିଶ୍ୱ ଦେଖିଲାଣି ବଡ଼ ବଡ଼ ଦେଶର ନେତୃତ୍ୱ ପରିବର୍ତ୍ତନ, ହେଲେ ମୋଦିଙ୍କ ମ୍ୟାଜିକ ରହିଛି…

ନୂଆଦିଲ୍ଲୀ,୭।୧୧: ୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ହେବା ପରଠାରୁ ବିଶ୍ୱର ସାତୋଟି ପ୍ରମୁଖ ଦେଶ ନେତୃତ୍ୱ ପରିବର୍ତ୍ତନକୁ ଦେଖିଛନ୍ତି। ଏହି ସମୟରେ...

ସ୍ବାମୀ-ସ୍ତ୍ରୀଙ୍କ ଝଗଡା, ଭାରତୀୟ ରେଲଓ୍ବେ ସହିଲା ୩କୋଟି ଟଙ୍କାର କ୍ଷତି

ବିଶାଖପାଟଣା,୭।୧୧: ଯେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ତାହା ପ୍ରାୟ ପିଲାମାନଙ୍କ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ବିଶାଖାପାଟଣାରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri