ପୁରୀରେ ମୁଖ୍ୟ ଶାସନ ସଚିବ,ଡିଜିପି

ପୁରୀ ଅଫିସ,୪।୪: ଶ୍ରୀମନ୍ଦିର ରୋଷ ଘରେ ୮୦ରୁ ଅଧିକ ଚୁଲି ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଡିଜିପି ସୁନୀଲ ବଂଶଲ ପୁରୀରେ ପହଞ୍ଚିଛନ୍ତି।  ତେବେ ଏହି ଘଟଣାର ଅନୁଧ୍ୟାନ କରିବେ ବୋଲି ଜଣାପଡିଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ପରେ ପୁରୀର ସମସ୍ତ ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ପୋଲିସ ୩ ଜଣଙ୍କୁ ଚିହ୍ନଟ କରିଥିବା ଜଣାପଡିଛି।

Share