Posted inଜାତୀୟ

ବାଣ କାରଖାନାରେ ବିସ୍ଫୋରଣ: ୩ ମୃତ, ଅନେକ ଆହତ

ବେଙ୍ଗାଲୁରୁ,୨୯ା୧: କର୍ନାଟକର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।  ୩ ମୃତକ ହେଲେ ସ୍ବାମୀ (୫୫), ଭର୍ଗେସ (୬୮) ଏବଂ ଚେତନ (୨୫)। ଦକ୍ଷିଣ କନ୍ନାଡାର ବେଲଥାନଗଡ଼ିରେ ଥିବା ବାଣ କାରଖାନାରେ ରବିବାର  ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚରେ ଦେଶବ୍ୟାପୀ ଦୁଇଦିନ ବ୍ୟାଙ୍କ ବନ୍ଦ, ଆଗରୁ ସାରି ଦିଅନ୍ତୁ ସବୁ କାମ

ନୂଆଦିଲ୍ଲୀ,୧୪ା୩: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଗୁରୁବାର ଘୋଷଣା କରିଛି ଯେ ଏହାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାର୍ଚ୍ଚ ୨୪ ଏବଂ...

Video: ପଡ଼ୋଶୀଙ୍କ ବାଇକ୍‌କୁ ଧକ୍କା ଦେଲେ କାର ଡ୍ରାଇଭର, ମହିଳାଙ୍କୁ ଉଡ଼ାଇ ଦେଲେ

ମାଙ୍ଗାଲୁରୁ,୧୪।୩: ଦୀର୍ଘ ସମୟ ଧରି ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ଜଣେ ଅବସରପ୍ରାପ୍ତ BSNL କର୍ମଚାରୀଙ୍କୁ ତାଙ୍କ ପଡ଼ୋଶୀଙ୍କ ମୋଟରସାଇକେଲକୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ...

Video: ଭଦୋଦରାରେ ମଦ୍ୟପ ଡ୍ରାଇଭର କାର ଚଢେଇ ମହିଳାଙ୍କୁ କଲେ ହତ୍ୟା

ନୂଆଦିଲ୍ଲୀ,୧୪।୩: ଗୁରୁବାର ବିଳମ୍ବିତ ରାତିରେ ଗୁଜୁରାଟର ଭଦୋଦରାର କରେଲିବାଗ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରକୁ ଅନେକ...

ପୁଣି ବନ୍ଧା ହେବେ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ!

ନୂଆଦିଲ୍ଲୀ,୧୪।୩: ଦିଲ୍ଲୀ ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଆମ ଆଦମୀ ପାର୍ଟି ମନ୍ତ୍ରୀ ମନୀଷ...

ଅମରାବତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଜଲଗାଁଓ,୧୪।୩: ଶୁକ୍ରବାର ମହାରାଷ୍ଟ୍ରର ଜଳଗାଁଓରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋର ୪ଟାରେ ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଅମରାବତୀ ଏକ୍ସପ୍ରେସ...

ପ୍ରାଥମିକ ଶିକ୍ଷକଙ୍କୁ ପ୍ରତି ମାସରେ ମିଳେ ଏତେ ଦରମା, ୮ମ ବେତନ ଲାଗୁହେଲେ କେତେ ବଢିଯିବ ଦରମା, ଜାଣନ୍ତୁ

ନୂଆଦିଲ୍ଲୀ,୧୪।୩: ଭାରତରେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଦରମା ରାଜ୍ୟ ଏବଂ ଅନୁଷ୍ଠାନ ଅନୁସାରେ ଭିନ୍ନ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟର ଚୟନ କମିଶନ ସେମାନଙ୍କୁ ଚୟନ...

ହୋଲି ରଙ୍ଗରେ ରଙ୍ଗେଇ ହେଲେ ରାଜନେତା

ନୂଆଦିଲ୍ଲୀ,୧୪।୩: ହୋଲିର ପବିତ୍ର ଅବସରରେ, ସାରା ଦେଶ ରଙ୍ଗରେ ରଙ୍ଗେଇ ହୋଇଛି। ରଙ୍ଗ ପର୍ବର ଏହି ଆନନ୍ଦ ସମାଜର ପ୍ରତ୍ୟେକ ବର୍ଗରେ, ଛୋଟଠାରୁ ବୃଦ୍ଧ ପର୍ଯ୍ୟନ୍ତ...

ଭୂମଧ୍ୟ ସାଗରର ୧୬ ହଜାର ଫୁଟ ତଳେ ପହଞ୍ଚିଲାଣି ପ୍ଲାଷ୍ଟିକ ବୋତଲ-ଥଳି, ଚିନ୍ତା ପ୍ରକଟ କଲେଣି ବୈଜ୍ଞାନିକ

ନୂଆଦିଲ୍ଲୀ,୧୪।୩: ମଣିଷ ନିରନ୍ତର ପ୍ରକୃତିର ଶୋଷଣ କରିବାରେ ଲାଗିଛି। ମଣିଷ ତା’ର ସୁବିଧା ଅନୁସାରେ ଜିନିଷ ସୃଷ୍ଟି କରେ। ଜିନିଷଗୁଡ଼ିକୁ ବ୍ୟବହାର କରିବା ପରେ, ଲୋକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image