ଏକଲାପଣକୁ ଦୂର କରିବ ଏଆଇ ରୋବର୍ଟ

ଲଣ୍ଡନ,୧୫।୪:ଏକଲାପଣକୁ ଦୂର କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ରୋବର୍ଟ। ବିଂଶ ଶତାଦ୍ଦୀର ମହାମାରୀ ସଦୃଶ ଏକଲାପଣ ଏବଂ ସାମାଜିକ ବିଚ୍ଛିନ୍ନତା ଦୂର କରିବା ନେଇ ଏହା କାର୍ଯ୍ୟ କରିବ। ପ୍ରାୟ ଏକ ତୃତୀୟାଂଶ ଲୋକଙ୍କୁ ଏହା ପ୍ରଭାବିତ କରିବ। ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ଯଥା ମାନସିକ ରୋଗ, ମେଦବହୁଳତା, ଡିମେନ୍ସିଆ ଏବଂ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କାକୁ ହ୍ରାସ କରାଇବ ଏଆଇ।

Share