ନୂଆଦିଲ୍ଲୀ,୧୬।୮: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କୁ ସମସ୍ତେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ଏହି ସମୟରେ କେଜ୍ରିଓ୍ବାଲ ଏକ ଟୁଇଟ୍ କରି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି। ସେ ଏଏପି ସରକାରଙ୍କ ତରଫରୁ ଏକ ଭାବପ୍ରବଣତା ମଧ୍ୟ ପ୍ରକାଶ କରିଛନ୍ତି। ସେ ତାଙ୍କ ଟୁଇଟରରେ ଲେଖିଛନ୍ତି ଯେ, ଆଜି ମୋର ଜନ୍ମଦିନ। ଅନେକ ଲୋକ ସେମାନଙ୍କର ଶୁଭେଚ୍ଛା ପଠାଉଛନ୍ତି। ସମସ୍ତଙ୍କୁ ଧନ୍ୟବାଦ। କିନ୍ତୁ ମୁଁ ମନୀଷଙ୍କୁ ମିସ୍ କରୁଛି। ସେ ଏକ ମିଥ୍ୟା ମାମଲାରେ ଜେଲରେ ଅଛନ୍ତି।
Today is my birthday. Many people are sending their wishes. Thank you so much!
But I miss Manish. He is in jail in a false case. Lets all take a pledge today – that we will do everything within our means to provide best quality education to every child born in India. That will…
— Arvind Kejriwal (@ArvindKejriwal) August 16, 2023